ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ସୋନପୁର(ଓମପ୍ରକାଶ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅବଳୀସୁନେଲି ନରଭଣେ ଯୋଗ ଦେଇ ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ ଓ ଶିଶୁ କନ୍ୟା ମାନଙ୍କୁ ଭୄଣ ହତ୍ୟା ନକରି ତାଙ୍କର ଯତ୍ନ କରି ତାଙ୍କୁ ଆଗକୁ ବଢେଇବାରେ ସହଯୋଗ କରିବାକୁ କହିଛନ୍ତି।