(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ଜଣେ ଯୁବକ ଗିରଫ ହୋଇଛି । ଗିରଫ ଯୁବକ ଠାରୁ ପୋଲିସ ଏକ ମୋଟରସାଇକେଲ ,ଏକ ମାଉଜେର ଓ ପାଞ୍ଚୋଟି ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଦାଦା ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛି ଯୁବକ । ଗିରଫ ଯୁବକ ଜଣକ ମୁକେଶ ପ୍ରଧାନ ବୋଲି ଜଣାପଡିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ କେଶ ନଂ ୪୨୯/୨୦ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଙଊ ୦୭ ୠ ୭୧୦୪ ଏକ ହିରୋ ହୁଣ୍ଡ ଡିଲକ୍ସ ଜବତ କରିଥିବାର ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି ।