କଳାହାଣ୍ଡି;( ଜନକ ପୋଡ):- ହୋଣ୍ଡା ସାଇନକୁ ସାମ୍ନାପଟୁ ପିଟିଲା ସ୍ଳ ଛଅ ଗାଡି । ତେବେ ବାଇକରେ ବସିଥିବା ମହିଳା ଓ ଯୁବକ ଆହତ ହୋଇଛନ୍ତି । ସେମାନଙ୍କୁ ଭବନାପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଭବାନୀପାଟଣା ଛତ୍ର ଯାତ୍ର ଦେଖି ଫେରୁଥିବା ବେଳେ ଘଟିଛି ଏଭିଳି ଦୁର୍ଘଟଣା । ଅନ୍ୟପକ୍ଷରେ ଯୁବକ ଓ ଯୁବତୀଙ୍କ କେଉଁ ଅଞ୍ଚଳର ଜଣାପଡି ନାହିଁ ।