ବ୍ୟାଙ୍କରେ ନାହିିଁ ନଥିବା ଭିଡ

(ଭୁବନ / କଳ୍ପତରୁ ଜେନା )   ; ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହ ପ୍ରସାଦର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଭିତରେ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ। ସରକାରଙ୍କ ନିୟମକୁ ଏଠି ଖୁଲମ ଖୁଲା ଉଲଘଂନ କରୁଛନ୍ତି । ଦିନକୁ ଦିନ ଭୁବନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପଟେ ରାଜ୍ୟ ସରକାର ଓ କେନ୍ଦ୍ରସରକାର କୋଭିଡ ନିୟମ ମାନିବା ପାଇଁ କଳ ବଳ ସବୁକିଛି ଲଗେଇ ଦେଇଥିବା ବେଳେ ଗଡ଼ନୃସିଂହ ପ୍ରସାଦର ଓଡିଶା ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀ ଏଥି ପ୍ରତି କୌଣସି ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ପ୍ରସାଶନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।