କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ଯୁବକ ମାନେ ଭଙ୍ଗାରୁଜା କରି ଘଟଣା ସ୍ଥଳରୁ ପଳାଇଥିବା ସୂଚନା ମିଳିଛି । କଂଗ୍ରେସ ଭବନର ତାଲା ଭାଙ୍ଗି ଯୁବକ ମାନେ ପଶିଥିଲେ । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ଚାମ୍ବରରେ ଭଙ୍ଗାରୁଜା କରିଛନ୍ତି ଯୁବକ ମାନେ ।