ସାଲେପୁର ଠାରୁ ଖନ୍ଦଳ ରାସ୍ତା ଅତି ଶୋଚନୀୟ
ତାରାକାନ୍ତ ନାୟକ / ସାଲେପୁର: କଟକ-ଯାଜପୁର ଏହି ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ସାଲେପୁର ଛତିଆ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା। ପ୍ରତିଦିନ ରାସ୍ତାର ଦୁରବସ୍ଥା ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି । ଶୋଚନୀୟ ଅବସ୍ଥା ରେ ସାଲେପୁର ଛତିଆ ପୂର୍ତ୍ତ ସଡ଼କ ରାସ୍ତା । ସାଲେପୁରଠାରୁ…
Read More...
Read More...