ଅପରେସନ ହ୍ୱାଇଟ ସ୍ପାଇଡରରେ ପୁଲିସକୁ ସଫଳତା
ଭୁବନେଶ୍ୱର/ ଆଦର୍ଶ ରାଉତ: ରାଜ୍ୟରେ ବଢିଚାଲିଥିବା ନିଶା କାରବାର ରୋକିବା ପାଇଁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ଅନ୍ତର୍ଗତ ପୁଲିସକୁ ମିଳିଛି ସଫଳତା । ଖୋର୍ଦ୍ଧା ଜିଲ୍ଲାରେ କ୍ୟୁଏଟି ଓ ପୁଲିସର ମିଳିତ ଚଢାଉରେ ଜଣେ ବ୍ୟକ୍ତିଠାରୁ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ପୁଲିସ ଏହି ଅଭିଯାଗକୁ ଆଗକୁ ମଧ୍ୟ ଜାରି ରଖିବ ଓ ରାଜ୍ୟରୁ ନିଶା କାରବାର ରୋକା ଯିବ ବୋଲି ଡିସିପି କହିଛନ୍ତି ।