ପୃଥକ ସ୍ଥାନରେ ବଜ୍ରାପାତ; ୨ ମହିଳାଙ୍କ ମୃତ୍ୟୁ ଓଡିଶା By Minu Sahoo On Oct 20, 2024 Share ଗୋପ : ପୃଥକ ପୃଥକ ସ୍ଥାନରେ ବଜ୍ରାପାତ, ୨ ମହିଳାଙ୍କ ମୃତ୍ୟୁ । ଗୋପ ଥାନା ଡିହସାହିରେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦଶାହ କର୍ମରେ ଯୋଗଦେବାକୁ ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ମୃତ ହୋଇଛି। Odishareporterstoday Share FacebookTwitterGoogle+ReddItWhatsAppPinterestEmail