Browsing Tag

reporterstoday

ରାଜ୍ୟରେ ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର :ଗୋଟିଏ ସପ୍ତାହରେ ମଧ୍ୟରେ ଦୁଇଟି ଲଘୁଚାପ । ଆସନ୍ତା ୭ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ। କିନ୍ତୁ…
Read More...

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ଏକ ସ୍ୱତନ୍ତ୍ର ବିମାନ ଅବତରଣ କରିଛି । ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ପଠାଇଛି । ଏୟର ଇଣ୍ଡିଆର ବୋଇଙ୍ଗ ୭୭୭ ବାର୍ବାଡୋସ ବିମାନବନ୍ଦରରେ ପହଞ୍ଚିଛି । ଟି-୨୦ ବିଶ୍ୱ କପ…
Read More...

ମା ମାର୍କମା ମହାବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ସଦର ମା ମାର୍କମା ଯୁକ୍ତ ତିନି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଅଶ୍ଵିନୀ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସାଉଦିଆରବର ରୀୟାଦ ସ୍ଥିତ ସାଉଦି…
Read More...

କର୍ତ୍ତବ୍ୟରେ ଅବହେଳା ପାଇଁ ସଦର ଥାନାର ୩ ଜଣ ପୁଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ : ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ। ନିଲମ୍ବିତ ତିନି କର୍ମଚାରୀ ହେଲେ ଏସ୍ଆଇ ହସିନା ପ୍ରଧାନ, ଏଏସ୍ଆଇ ରାଜେଶ୍ୱରୀ ନାୟକ ଏବଂ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ…
Read More...

ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ

ମୁମ୍ବାଇ : ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ । ଆଜି କିମ୍ବା ଆସନ୍ତା କାଲି ସୁଦ୍ଧା ଭାରତୀୟ କ୍ରିକେଟ ଟିମ ଦିଲ୍ଲୀରେ ପହଞ୍ଚିବେ । ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଇଛି ଜୋରଦାର ପ୍ରସ୍ତୁତି । ସୂଚନା ଅନୁଯାୟୀ , ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ବିଜେତା…
Read More...

ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ହତ୍ୟାକାଣ୍ଡ, ବାପ କୁ ହତ୍ୟା କଲା ପୁଅ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର କଳାରାହାଙ୍ଗ ଅଞ୍ଚଳରେ ହତ୍ୟାକାଣ୍ଡ । ବାପ କୁ ହତ୍ୟା କଲା ପୁଅ । ହତ୍ୟା କାଣ୍ଡ ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସର ଛାନବୀନ । ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳ ଡିଏଚପିଏଲ ଆପାର୍ଟମେଣ୍ଟରେ ଘଟିଛି ଅଭାବନୀୟ…
Read More...

ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ

ନୟାଗଡ: ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ ମାଧ୍ୟମରେ ୨୦ ହଜାର ଟଙ୍କା ନେଉଥିବା ବେଳେ ଦଲାଲ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ । ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ୱରର ଘରେ ଭିଜିଲାନ୍ସ ଚଢାଉ । ସୂଚନା ଅନୁସାରେ…
Read More...

‘ମୋ ବସ’ ନା ବଦଳି ହୋଇପାରେ ‘ଆମ ବସ’!

ଭୁବନେଶ୍ୱର: ମୋ ବସ  ନା ବଦଳି ହୋଇପାରେ ଆମ ବସ! ରଙ୍ଗ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଆବଶ୍ୟକତା ପଡ଼ିଲେ ଆଲୋଚନା ହେବ। ମୋ ଅର୍ଥ ଅଂହ ଭାବ ତେଣୁ ଆମେ ହେଲେ ଭଲ ହୁଅନ୍ତା। ମୋ ବସ ସେବା ଲୋକଙ୍କୁ ସୁବିଧା ଯୋଗାଉଛି ତେଣୁ ଏହି ସେବା ଚାଲୁ ରହିବା । ଯାତ୍ରୀଙ୍କ ସହ ଆଲୋଚନା…
Read More...

ନିଟ ପିଜି ପରୀକ୍ଷା ଉପରେ ନଜର ରଖିବ ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିଟ ପିଜି ପରୀକ୍ଷାକୁ ନେଇ ଆସିଛି ଏକ ବଡ ଅପଡେଟ । ପରୀକ୍ଷାର ଠିକ ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୂତ ହେବ । ଗୃହ ମନ୍ତ୍ରଣାଳୟ ପରୀକ୍ଷା ଉପରେ ନଜର ରଖିଛି । ଏହି ପରୀକ୍ଷା ପାଇଁ ଗୃହ ମନ୍ତ୍ରଣାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା…
Read More...

ସତ୍ସଙ୍ଗରେ ଦଳାଚକଟା : ମୃତଙ୍କ ସଂଖା ୫୦ରୁ ଅଧିକ

ଉତ୍ତର ପ୍ରଦେଶ:  ଉତ୍ତରପ୍ରଦେଶ ହାଥରସରେ ଏକ ବଡ଼ ଅଘଟଣ ଘଟିଛି। ହାଦରସ ଜିଲ୍ଲା ସିକନ୍ଦରାରାଓର ରତିଭାନପୁର ଗ୍ରାମରେ ଭୋଲେ ବାବାଙ୍କ ସତ୍‌ସଙ୍ଗର ଉଦ୍‌ଯାପନୀ ସମାରୋହରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଠାତ୍ ଦଳାଚକଟାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି।  ସେହିପରି ଦଳାଚକଟାରେ ଅନେକ ଗୁରୁତର ହୋଇ…
Read More...