Browsing Tag

reporterstoday

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ ସ୍କୁଲ ଅଫ ସର୍ଭିସେସ’ ବିଭାଗରେ ନାମଲେଖା ଲାଗି ଅନଲାଇନ ଆବେଦନ ଆରମ୍ଭ

ଭୁବନେଶ୍ୱର:ବର୍ତ୍ତମାନ  ସମୟରେ ଦେଶ ବିଦେଶରେ ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ କ୍ଷେତ୍ରରେ ଭଲ ଚାହିଦା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର "ସ୍କୁଲ ଅଫ୍ ସର୍ଭିସେସ୍' ବିଭାଗ ଅଧୀନରେ ଅତ୍ୟାଧୁନିକ "ବ୍ୟୁଟି ଆଣ୍ଡ ୱେଲନେସ୍' (ବ୍ୟୁଟି ଥେରାପି…
Read More...

ମାନ୍ୟବର ରାଷ୍ଟ୍ରପତିଙ୍କ ଓଡିଶାଗସ୍ତ ପରିପ୍ରେକ୍ଷୀରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆସନ୍ତା ଜୁଲାଇ୬ରୁ୯ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଥିବା ପରିପ୍ରେକ୍ଷୀ ରେ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା ଙ୍କଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତି ସଂପର୍କରେ…
Read More...

ଚୋରି ଅଭିଯୋଗରେ ଯୁବକ ଗିରଫ

 ଅନୁଗୋଳ/ ସୁଧାକର ସାହୁ:    ଅନୁଗୋଳ ସହରର ବ୍ରହ୍ମଣୀଦେଇ ପଡା ଅଞ୍ଚଳରେ ଗତକାଲି ଜଣେ ଯୁବକ ଘର ଭଡାନେଇ ରହୁଥବା କିଶନ ମହାଳିକଙ୍କ ଘର ଭିତରକୁ ପଶି ଯାଇଥିଲା। ଯୁବକକୁ ଘର ଭିତରେ ଦେଖି କିଶନଙ୍କ ପତ୍ନୀ ତୁରନ୍ତ ସ୍ବାମୀଙ୍କୁ ଜଣାଇଥିଲା । ଖବର ପାଇ କିଶନ ତୁରନ୍ତ ପହଞ୍ଚି ଘର ମାଲିକ ସହ…
Read More...

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

ନୂଆଦିଲ୍ଲୀ: ବାରବାଡୋସ ଛାଡିବ ଟି ୨୦ ବିଶ୍ୱ ବିଜେତା ଟିମ ଇଣ୍ଡିଆ । ସାମୁଦ୍ରିକ ଝଡ ପାଇଁ ୱେଷ୍ଟଇଣ୍ଡିଜରେ ଫସିଛନ୍ତି ଭାରତୀୟ ଦଳ । ତେବେ ଗତକାଲି ହୁରିକେନ ‘ବେରିଲ ‘ ହିଟ କରିଛି । ଏବେ ସ୍ଥିତି ସାମାନ୍ୟ ହୋଇଥିବା ବେଳେ ଆଜି ବାରବାଡୋସ ଛାଡିବେ ଖେଳାଳି ଓ ଟିମ ସପୋର୍ଟ ଷ୍ଟାଫ୍ । ଏଥି…
Read More...

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

ମୁମ୍ବାଇ: ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଜିମ୍ବାୱେ ଗସ୍ତରେ ଟିମ ଇଣ୍ଡିଆ । ଏହି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସବୁ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଇଛି । ୧୬ ଜଣିଆ ଦଳ ଜିମ୍ବାୱେ ଗସ୍ତ କରିଥିବା ବେଳେ ଏବେ ଏହି ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ…
Read More...

ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ୩୦୦୦କୁ ବୃଦ୍ଧି !

ଭୁବନେଶ୍ୱର: ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା । ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି। ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହ ଜାର ଟଙ୍କା ବୃଦ୍ଧି ହେବ…
Read More...

ରାଜଧାନୀରେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା l ଅଭିଯୁକ୍ତକୁ ବାନ୍ଧିଲା ଏଆରଫିଲଡ ଥାନା ପୋଲିସ l ପ୍ରଲୋଭିତ କରି ଘର ସମ୍ମୁଖରୁ ଜେଜେ ବାପା କୋଳରୁ ନେଇଯାଇ ଦୁଷ୍କର୍ମ କଲା। ଏହାପରେ ପୀଡ଼ିତାକୁ ଛାଡ଼ି ଦେଇ ଫେରାର ହୋଇଗଲା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଛାତି ଉପରେ ଘଟିଛି।…
Read More...

ଆଦିତ୍ୟ ମହାପାତ୍ର ହେଲେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର: ଓଏଏସ୍ ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ । ତେବେପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ ଆଦିତ୍ୟ । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Read More...

ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ ନେଇ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀରେ ଶେଷ ସମନ୍ୱୟ ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ସମସ୍ତଙ୍କ ସହଯୋଗରେ ଚଳିତ ବର୍ଷ ରଥଯାତ୍ରା ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ…
Read More...

କାବୁଲପୁର ଗ୍ରାମରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ, ଜଣେ ମୃତ

ପାରାଦୀପ /ପ୍ରଶାନ୍ତ କୁମାର ସ୍ଵାଇଁ : ପାରାଦୀପ ଉପକଣ୍ଠ ଗଣ୍ଡକିପୁର ପଞ୍ଚାୟତ ର କାବୁଲପୁର ଗ୍ରାମରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ,ଗାଁ ଦାଣ୍ଡରେ ଫାର୍ସା ଆକ୍ରମଣ ରେ ଜଣେ ବ୍ୟକ୍ତି ମୃତ,ଖବର ପାଇବା ପରେ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଦୀନବନ୍ଧୁ ମାଝୀଙ୍କୁ କୁଜଙ୍ଗ…
Read More...