Browsing Tag

reporterstoday

ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ଆଜି ଠାରୁ  ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ହେବ। ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି ରୋହିତ ବାହିନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛି ରୋହିତ ବାହିନୀ । ଲୋକ କଲ୍ୟାଣ ମାର୍ଗ ୭ ରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଭାରତୀୟ ଟିମ ବ୍ରେକଫାଷ୍ଟ କରିବେ । ଭାରତୀୟ ଟିମ ସ୍ୱଦେଶ ଫେରିବା ପରେ ପ୍ରଥମେ ହୋଇଲ ଯାଇଥିଲା । ହୋଇଟେରେ ଭବ୍ୟ ସ୍ୱାଗତ ପରେ ଦଳ…
Read More...

ପୁଣି ଥରେ ଅସୁସ୍ଥ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ପୁଣି ଥରେ ଅସୁସ୍ଥ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ।ଗତକାଲି ରାତି ୯ ଟାରେ ମଥୁରା ରୋଡରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ , ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଡାକ୍ତର ବିନୀତ ସୁରୀଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆରମ୍ଭ ହେଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଭୁବନେଶ୍ୱର:  ଲୋକସେବା ଭବନରେ ଆରମ୍ଭ ହେଲା ପ୍ରାକୃତିକ ବିପର୍ଯ୍ୟାୟ ପରିଚାଳନା ବୈଠକ।  ଏହାର ଅଧ୍ୟକ୍ଷତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  କମିଟିରେ ଅଛନ୍ତି 58 ଜଣ।  ସେମାନଙ୍କ ମଧ୍ୟରେ ନିର୍ବାଚିତ ପ୍ରତିନିଧି, ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ 8 ମନ୍ତ୍ରୀ ଓ 14  ବିଭାଗୀୟ…
Read More...

ମୁଣ୍ଡିଆ ମାରି ସଚିବାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ପ୍ରବେଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଛନ୍ତି । ତୃତୀୟ ମହଲାର ନିଜ ପ୍ରକୋଷ୍ଠରେ ଗୁରୁବାରଠାରୁ କାର୍ଯ୍ୟ ଆରମ୍ଭ। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଇ,…
Read More...

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

ନୂଆଦିଲ୍ଲୀ: ପ୍ୟାରିସରେ ଆୟୋଜନ କରାଯିବ ଚଳିତ ବର୍ଷ ଅଲିମ୍ପିକ୍ସ ୨୦୨୪ । ଏହି ଟୁର୍ଣ୍ଣା ମେଣ୍ଟ ପାଇଁ ଧୀରେ ଧୀରେ ଖେଳାଳି ଏବଂ ଟିମ ନାଁ ଘୋଷଣା କରାଯାଉଛି । ଏହାରି ଭିତରେ ଅଲିମ୍ପିକ୍ସ ୨୦୨୪ରେ ଆର୍ଜେଣ୍ଟିନା ନିଜ ଟିମ୍ ଘୋଷଣା କରିଛି । ତେବେ ଏହି ଟିମ ରେ ଆର୍ଜେଣ୍ଟିନାର ସବୁଠାରୁ ବଡ଼…
Read More...

ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ହେଲେ ଜିତେନ୍ଦ୍ର

ମୋହନା/ ତ୍ରିପତି ବିଷୋୟୀରତ୍ନ : ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ  ହୋଇଛନ୍ତି ଗଜପତି ଜିଲ୍ଲା ମୋହନା ସହର ର ଜିତେନ୍ଦ୍ର କୁମାର ବେହେରା।  ଜୀତେନ୍ଦ୍ର ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ସାମାଜିକ କ୍ଷେତ୍ର ରେ ନିଜକୁ ଯୋଡ଼ି ବା ସହ ବର୍ତ୍ତମାନ ଦୀର୍ଘ ୧୮ ବର୍ଷ ହେବ…
Read More...

ବିଞ୍ଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଧରିଲା ଭିଜିଲାନ୍ସ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସଙ୍କୁ ଧରିଲା ଭିଜିଲାନ୍ସ । ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଛନ୍ତି। ଶ୍ରୀ ଦାସ ବିଞ୍ଝାରପୁରସ୍ଥିତ ସରକାରୀ କ୍ୱାଟରେ…
Read More...

ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଜଗନ୍ନାଥ ବସ୍ରେ ଅଗ୍ନିକାଣ୍ଡ

କଟକ: ଚଳନ୍ତା ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଜଗନ୍ନାଥ ବସଟି କଟକ ମଲା ଚଣ୍ଡୀଆ ଛକରେ ଠାରେ ହଠାତ ନିଆ ଲାଗି ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ବସକୁ ଟିକୁ ଅଟକାଇ ଦିଆଯାଇଥିଲା । ପରେ ବସରେ ଥିବା ସମସ୍ତ ଯାତ୍ରୀ ବାହାରକୁ ବାହାରି ଆସିଥିଲେ । ତେବେ ବସରେ ନିଅାଁ…
Read More...

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ଭାରତୀୟ ଟିମ ଘୂର୍ଣ୍ଣଝଡ ଯୋଗୁଁ ବାର୍ବାଡୋସରେ ଫସିଥିଲା । ଏବେ ବିସିସିଆଇର ଚାର୍ଟର ବିମାନରେ ବାର୍ବାଡୋସରୁ ଉଡାଣ ଭରିଛନ୍ତି ଭାରତୀୟ ଟିମ ।ଘୂର୍ଣ୍ଣିଝଡ ବରେଲିରେ ଫସିଥିବା ଭାରତୀୟ ଟିମ ଖୁବଶୀଘ୍ର ଭାରତ ପହଞ୍ଚିବ । ବିସିଆଇ ସମସ୍ତ…
Read More...