୨ ବାଇକ ମୁହାଁମୁହିଁ, ଜଣେ ମୃତ ଜଣେ ଗୁରୁତର
ଉଦଳା(ଦୀପକ ମିଶ୍ର): ୨ ବାଇକ ମୁହାଁମୁହିଁ ହେବା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛି | ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସୋନ ଡ୍ୟାମରେ | ସୋନ ଡ୍ୟାମ ରାସ୍ତାରେ ଔପଦା ଥାନା ମଡିଚୁଆ ଗ୍ରାମର ଲାଦୁରା ହୋ ଏବଂ ତାଙ୍କ ମାଆ ବୁଧୁନି ହୋ ବାଇକରେ ଶରତ ଅଭିମୁଖେ…
Read More...
Read More...