ୱେବ ଚ୍ୟାନେଲ ବାହାନାରେ ଚାଲିଥିଲା ସେକ୍ସ ରାକେଟ
କଟକ : ଦିନକୁ ଦିନ ବଢିଚାଲିଛି ସେକ୍ସ ରାକେଟଅପରାଧିକ ମାମଲା | ଓ୍ବେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି କଟକରେ | କଟକ ବାଦାମ ବାଡ଼ି ଥାନା ଅଧୀନ ସୂର୍ଯ୍ୟ ବିହାର ଲେନରେ ଏକ ଘରୋଇ ୱେବ ଚ୍ୟାନେଲ ନାମରେ ରହି ଚାଲାଥିଲେ ସେକ୍ସ ରାକେଟ |…
Read More...
Read More...