ଆରମ୍ଭ ହେଲା ପରୀକ୍ଷା ଋତୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧ରୁ ୧୦
ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ପରୀକ୍ଷା ଋତୁ। ଫେବୃୟାରୀ ପହିଲା ରୁ ଆରମ୍ଭ ହେବ + ୨ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ ୧ରୁ ୧୦ ଯାଏ ଚାଲିବ ଏହି ପ୍ରାକ୍ଟିକାଲ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ସହ କଲେଜ କତୃପକ୍ଷ ମଧ୍ୟ…
Read More...
Read More...