Browsing Tag

Odisha

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

ଆୟୁଷ୍ମାନ କାର୍ଡ ଧାରୀଙ୍କ ପାଇଁ ବଡ ଅପଡେଟ୍ । ଏନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଣିକି ଆଡମିଟ୍ ପୂର୍ବରୁ ହସ୍ପିଟାଲରେ ହେଉଥିବା ସମସ୍ତ ଖର୍ଚ୍ଚ ଆୟୁଷ୍ମାନ କାର୍ଡ ଦ୍ୱାରା ବହନ କରାଯିବ । ଏବଂ ରୋଗୀ ମେଡିକାଲରେ ବେଡ୍‌ରେ ଆଡମିଟ୍ ହେବାର ୩ ଦିନ ପୂର୍ବରୁ…
Read More...

ନଦୀ ପାଣିରେ ବୁଡି ଗଲା ନାବଳକଙ୍କ ଜୀବନ ।

ନଦୀ ପାଣିରେ ବୁଡି ଦଶମ ଶ୍ରେଣୀ ଛାତ୍ର ମୃତ। ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ,ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ସରସ୍ୱତୀ ହଷ୍ଟେଲ ର ଜଣେ ଛାତ୍ର ଆଜି ନିକଟସ୍ତ କଲା ନଦୀ, ଗୋପପୁର ଘାଟ କୁ ଗାଧୋଇବାକୁ ଯାଇଥିବାବେଳେ ସେ ଆଉ ଫେରିନଥିଲେ ଫଳରେ ଅନେକ ସମୟ ଧରି ଖୋଜା ଖୋଜି କରିବା ପରେ…
Read More...

ସରକାରୀ କର୍ମଚାରୀଙ୍କ ଭତ୍ତା ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୁଦାୟ ମହଙ୍ଗା ଭତ୍ତା, ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ଯାହା ପିଛିଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁହେବ । ଏହାସହ ପେନସନ୍‌ଭୋଗୀଙ୍କ,  ଟି.ଆଇରେ…
Read More...

ବ୍ୟାରିକେଡ୍ ହଟିବ ନବୀନ ନିବାସ ଆଗରୁ!

ରାସ୍ତା ମାଡି ବସିଛନ୍ତି ଶଙ୍ଖପତି ! ସୁରକ୍ଷା ବାହାନାରେ ସର୍ବସାଧାରଣଙ୍କୁ ଦହଗଞ୍ଜ ! ଭୁବନେଶ୍ୱରର:- ପୁରୁଣା ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ, ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ବ୍ୟାରିକେଡ୍‌କୁ ନେଇ ବଡ଼ ବିବାଦ । ରାସ୍ତା ଉପରେ…
Read More...

AIIMSରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର :- AIIMSରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । AIIMSରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ବଡ ପୁଅଙ୍କ ଚିକିତ୍ସା ଚାଲିଥିବା ବେଳେ, ତାଙ୍କର ସୁସ୍ଥତା ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ । ଏହା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଚିକିତ୍ସା…
Read More...

ବିବାହ ଭୋଜିରେ ଗୋଷ୍ଠୀ ସଂଘର୍ଷ

ହିଞ୍ଜିଳିକାଟୁରେ ଗୋଷ୍ଠୀ ସଂଘର୍ଷ । ବାହାଘର ଭୋଜି ଚାଲିଥିବା ବେଳେ, ଗୋଟିଏ ଗୋଷ୍ଟି ଆଉ ଗୋଟିଏ ଗୋଷ୍ଟି ଉପରେ ଆକ୍ରମଣ କରିଥିବା ସୂଚନା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି, ଗୋଷ୍ଟି ସଂଘର୍ଷ ହୋଇଥିବା କୁହାଯାଉଛି । ଗୋଟିଏ ଗୋଷ୍ଟିର ଜଣେଏବଂ ଅନ୍ୟ ଗୋଷ୍ଟିର ଜଣେ ଗୁରୁତର ଭାବରେ ଆହତ…
Read More...

ଯୋଗୀଙ୍କୁ କାଳ ହୋଇଥିଲା ମନ୍ଦିରକୁ ନେଇ ରାଜନୀତି

ଉତ୍ତରପ୍ରଦେଶରେ ଯୋଗୀ ଭୋଗିଛନ୍ତି ଓଡିଶାରେ ନବୀନ ଓ ବେଙ୍ଗଲରୁ ମମତା ଯାଇଛନ୍ତି ଧର୍ମକୁ ନେଇ ରାଜନୀତି ଯିଏ କରିଛି, ଏହାର ଫଳ ସେ ନିଶ୍ଚୟ ଭୋଗିଛି । ବୋଧେ ଭାରତୀୟ ରାଜନୀତିରେ ଧର୍ମକୁ ନେଇ ରାଜନୀତି କରିବା, କିଛି ନୂଆ ନୁହେଁ । ଅନେକ ଦଳ ଏହାକୁ କାର୍ଡ ଭଳି ବ୍ୟବହାର କରି, ଲୋକଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:- ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡା ଗାଁରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ, ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ।ଜଣେ ଗର୍ଭବତୀ ମହିଳାଙ୍କୁ ତା’ର ତିନି ବର୍ଷର ଝିଅ ସାମ୍ନାରେ ଅତି ନିର୍ମମ ଭାବରେ ହତ୍ୟା ଘଟଣାକୁ ନେଇ,…
Read More...

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ  

କାଲିମେଳା :- ପୋଲିସକୁ ଚଖମା ଦେଇ, ଦିନ ଦ୍ବି-ପ୍ରହରରେ କରୁଥିଲେ ଗଞ୍ଜେଇ ଚାଲାଣ ।  କିନ୍ତୁ ଗଞ୍ଜେଇ ଚାଲାଣ ବେଳେ, ଯୁବକଙ୍କୁ ମାଡି ବସିଲା ଏମ.ଭି-79  ପୋଲିସ  । ଧରା ପଡିଥିବା ଅଭିଯୁକ୍ତ ଜଣଙ୍କ ହେଲେ, ତେଲେଙ୍ଗାନା ରାଜ୍ୟର କେ.ଜନସନ ଖମ୍ମମ । ସୂଚନା ଅନୁଯାୟୀ, ଗତ କାଲି କେ.ଜନସନ, ଏକ…
Read More...

ମାଆଙ୍କର ଅପୂର୍ବ ଲୀଳା ଦେଖିବାକୁ ଏକାଠି ଶହ ଶହ ଭକ୍ତ ।

ପରମ୍ପରା ଏବଂ ବିଶ୍ଵାସ ର ଏକ ପର୍ବ କଳସୀ, ଉପାନ୍ତରେ ଯାହାକୁ କଳସୀ ଯାତ୍ରା କୁହନ୍ତି ଏବଂ ସହରାଞ୍ଚଳରେ ଠାକୁରାଣୀ ଯାତ୍ରା କୁହାଯାଇଥାଏ , ତେବେ ଆସନ୍ତୁ ଦେଖିବା ଉପାନ୍ତରେ ଏହି ପର୍ବ କୁ ନେଇଁ କଣ ରହିଛି ବିଶ୍ଵାସ ଏବଂ କିଭଳି ପାଳନ କରିଥାନ୍ତି ଏହି ପର୍ବ କଳସୀ ଯାତ୍ରା କୁ । ଗାଁ କୁ…
Read More...