Browsing Tag

chinamayee swain

ଇଣ୍ଟର୍ନାଲ କମପ୍ଳେଣ୍ଟ (କମିଟି ଆଇସିସି) ର ସଦସ୍ୟ ମାନଙ୍କ ପାଇଁ ଏକ ସଚେତନତା ତାଲିମ ଅଧିବେଶନ ଆୟୋଜନ

ଭୁବନେଶ୍ୱର: ରାଜ୍ୟ ମହିଳା ଆୟୋଗ ( ଓଏସସିଡବ୍ଲୁ) ସହ ଫିକି ଫ୍ଲୋ ଭୁବନେଶ୍ୱରର ସହଭାଗିତା ଏବଂ ଜାତୀୟ ମହିଳା ଆୟୋଗର ସହଯୋଗରେ ଇଣ୍ଟର୍ନାଲ କମପ୍ଳେଣ୍ଟ (କମିଟି ଆଇସିସି) ର ସଦସ୍ୟ ମାନଙ୍କ ପାଇଁ ଏକ ସଚେତନତା ତାଲିମ ଅଧିବେଶନ ଆୟୋଜନ କରାଯାଇଥିଲା । ଏହି ଅଧିବେଶନରେ କର୍ମକ୍ଷେତ୍ରରେ ମହିଳାଙ୍କ…
Read More...

ଯୁବକଙ୍କ ମୃତଦେହ ଠାବ: ସୁପରିକଳ୍ପିତ ହତ୍ୟା କରାଯାଇଥିବା ସନ୍ଦେହ

କଳାହାଣ୍ଡି (ଗୋଲାପ ସାହୁ);- ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ । କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ଗ୍ରାମର ଯୁବକ ଜୟପତି ମାଝୀଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ମିଳିଛି । ଯୁବକଙ୍କ ଶରୀରରେ ଅନେକ କ୍ଷତ ସହ ରକ୍ତ ଛିଟା ରହିଛି, ଯାହାକୁ ନେଇ ଏହା ଏକ ସୁପରିକଳ୍ପିତ…
Read More...

୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ଦଳ

ଭୁବନେଶ୍ୱର: ୪ ରାଜ୍ୟର ସଭାପତି ପରିବର୍ତ୍ତନ କରିଛି ବିଜେପି । ଆଜି ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ଭୁପେନ୍ଦ୍ର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ପ୍ରକାଶ ଜାଭେଡକରଙ୍କୁ ତେଲେଙ୍ଗାନା, ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନର ଦାୟିତ୍ୱ…
Read More...

୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ। ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଝିହ୍ନା ହିକ୍‌କା କୋରାପୁଟ ଜିଲ୍ଲା ସଭାପତି ହୋଇଥିବା ବେଳେ ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଢେଙ୍କାନାଳ…
Read More...

ଓଡିଶାରେ ହେବ ବିଜେପି ସରକାର, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି : ମନମୋହନ ସାମଲ

ଭୁବନେଶ୍ୱର;ଗୌହାଟୀ ବୈଠକ ଫଳପ୍ରଦ ହୋଇଛି । ବର୍ତ୍ତମାନ ଆମେ ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ  ନେଇକି ଯିବୁ, ରାଜ୍ୟରେ କିପରି ଆମେ ନିର୍ବାଚନ ଲଢ଼ିବୁ ସେ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ…
Read More...

ବୌଦ୍ଧ ଜିଲ୍ଲା ଗସ୍ତରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ :ପୁଣି ୫-ଟି ସଚିବଙ୍କୁ ବିରୋଧ

ବୌଦ୍ଧ: ପୁଣି ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧ । ସୁବର୍ଣ୍ଣପୁରରେ ଗାଡିକୁ ଅଣ୍ଡାମାଡ ହୋଇଥିଲା । ଏବେ ପୁଣି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ ଗାଁରେ ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମକୁ ବିଜେପି ବିରୋଧ କରିଛି । ଆଜି ଆମ୍ବଗାଁ ପଡିଆରେ ଫାଇଭ-ଟି ସଚିବଙ୍କ ସଭା ଅଛି । ଏଥିସହ…
Read More...

ଆଜିଠୁ ରାଜ୍ୟରେ ବଢିପାରେ ବର୍ଷା ପରିମାଣ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିପାରେ ବର୍ଷା ପରିମାଣ । ଗତକାଲି କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇଥିଲା । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି…
Read More...

ଲଘୁଚାପ ପ୍ରଭାବରେ ଆସୁଛି ବଡ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧିବାକୁ ଯାଉଛି ଲଘୁଚାପ । ଏନେଇ ପାଣି ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ଆସନ୍ତା ୪ ତାରିଖ ବେଳରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ…
Read More...

ବ୍ରୋଞ୍ଜ ପଦକ ହାସଲ କଲେ ବନିତା ଲାକ୍ରା

ଭୁବନେଶ୍ବର:ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଠାରେ ଖେଳା ଯାଇଥିବା 62nd National Interstate Senior Athlete Championship ରେ କମିଶନରେଟ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ବନିତା ଲାକ୍ରା 4x100 ମିଟର ରିଲେ ଦୌଡରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ସହିତ ବ୍ରୋଞ୍ଜ ପଦକ ବିଜେତା…
Read More...

ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସର ଟଏଲେଟରୁ ଜବତ ମୃତ ମହିଳାଙ୍କ ପରିଚୟ ପାଉନି ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସର ଟଏଲେଟରୁ ଜବତ ମୃତ ମହିଳାଙ୍କ ପରିଚୟ ପାଉନି ଜିଆରପି । ପାଞ୍ଚ ଦିନ ପରେ ବି କିଏ ଏହି ମହିଳା, କଣ ତାଙ୍କ ପରିଚୟ ତାହା ଜଣା ପଡୁନି । ପ୍ରଥମିକ ତଦନ୍ତରୁ ଏହା ହତ୍ୟା ବୋଲି ସ୍ପଷ୍ଟ ହୋଇ ସାରିଛି। ହେଲେ କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କରିବ…
Read More...