Browsing Tag

chinamayee swain

ଗ୍ୟାଙ୍ଗଷ୍ଟାର ଗୁଡ଼ୁ ମୁସଲିମ ଓଡିଶା ଲିଙ୍କ ପ୍ରସଙ୍ଗ ;ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ ବୈଠକ

ଭୁବନେଶ୍ୱର:ଗ୍ୟାଙ୍ଗଷ୍ଟାର ଗୁଡ଼ୁ ମୁସଲିମ ଓଡିଶା ଲିଙ୍କ ପ୍ରସଙ୍ଗ l  ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ ବୈଠକ l  ପୋଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ l ବୈଠକରେ ଆଇନଶୃଖଳା ଏଡିଜିଙ୍କ ସହ ଆଉ କିଛି ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ କ୍ଷ ଗ୍ୟାଙ୍ଗଷ୍ଟାର୍ ଗୁଡ଼ୁ…
Read More...

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ:ଶୂନ୍ୟକାଳରେ ଏହି ପ୍ରସଙ୍ଗ…

ଭୁବନେଶ୍ୱର:ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମନ୍ତ୍ରୀ ମାନେ ସରକାର । ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ ? ରାଜ୍ୟରେ…
Read More...

ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ;ହୋମଗାର୍ଡଙ୍କ ଦୈନିକ ବେତନ ୫୩୩…

ଭୁବନେଶ୍ୱର: ହୋମଗାର୍ଡଙ୍କ ବେତନ ୫୩୩ ଟଙ୍କା । ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କା ବୋଲି ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତି ।  ଓଡ଼ିଶା ହୋମଗାର୍ଡଙ୍କ ବେତନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…
Read More...

ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦,୧୩,୧୭୭ଟଙ୍କା ଫେରସ୍ତ କରିଛି ସାଇବର ଥାନା ପୋଲିସ

ଭୁବନେଶ୍ୱର:ଭୁବନେଶ୍ୱର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଜାନୁୟାରୀ ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୧୫୦ଟି UPI Fraud ଜନିତ ଅଭିଯୋଗ, ୧୦୮ଟି Credit/Debit Card fraud ଜନିତ ଅଭିଯୋଗ, ୫୦ଟି…
Read More...

ଗୃହରେ ପୁଣି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର : ଆଜି ବିରୋଧୀ ବିଜେପି ପକ୍ଷରୁ ନବ ଦାସଙ୍କ ହତ୍ୟାକୁ ମାସେ ପୁରୁଥିବା ବେଳେ ନ୍ୟାୟ ନ ମିଳିବାରୁ ଗଣତନ୍ତ୍ର ମନ୍ଦିର ବିଧାନସଭା କୁ ଘେରାଉ କରି ନ୍ୟାୟ ମାଗିବାକୁ ଚାହି ଯଦି ପ୍ରତିବାଦ କରିବା କଣ ଭୁଲ । ଆଜିର ପ୍ରତିବାଦ ସମୟରେ ପୁରୁଷ ପୋଲିସ ମହିଳା ବିଜେପି କର୍ମୀଙ୍କୁ ମାଡ଼…
Read More...

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କେବେ ବିଗିଡି ନାହିଁ , ନିର୍ବାଚନ ଆସିଲେ ବିଜେପି କେତେ ଆନ୍ଦୋଳନ କରିବେ,ସେଥିରେ…

ଭୁବନେଶ୍ୱର; ବିରୋଧୀ ଦଳ ନେତା ଖାଲି  ଭାଷଣ ଦେଉଛନ୍ତି। ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଭଲ କାମ କରି ଥିବାରୁ ମୁମ୍ବାଇରୁ ସ୍ପୋର୍ଟ ଆୱାର୍ଡ ଆଣିବାକୁ ଯାଇଛନ୍ତି। ବିଜେପିର କେହି ପୁରସ୍କାର ଆଣି ପାରିବେନି। ତେଣୁ ସେମାନେ ଏହାକୁ ସହି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଟାଣିବା…
Read More...

ଚଳିତ ମାସ ୨୫ ଓ ୨୬ ତାରିଖରେ, ୟୁନିଟ୍ ୧, ଇନଡୋର ହଲରେ ଅନୁଷ୍ଠିତ ହୋଇଯାଇଛିଭୁବନେଶ୍ୱର ପ୍ରୋସ୍ମାସର୍ ବ୍ୟାଡମିଣ୍ଟନ…

ଭୁବନେଶ୍ୱର : ଚଳିତ ମାସ ୨୫ ଓ ୨୬ ତାରିଖରେ, ୟୁନିଟ୍ ୧, ଇନଡୋର ହଲରେ ଅନୁଷ୍ଠିତ ହୋଇଯାଇଛି, ଭୁବନେଶ୍ୱର ପ୍ରୋସ୍ମାସର୍ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଟୁର୍ଣ୍ଣାମେଣ୍ଟ । ଫେବୃଆରୀ ୨୫ରେ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ହୋଇ ୨ଦିନ ଧରି ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା। ଏହି…
Read More...

୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସମ୍ବଳିତ ପେନ୍ ଡ୍ରାଇଭ୍ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ବିଧାନସଭା ପ୍ରକୋଷ୍ଠରେ…

ଭୁୁବନେଶ୍ୱର:ରାଜ୍ୟ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସମ୍ବଳିତ ପେନ୍ ଡ୍ରାଇଭ୍ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବିଧାନସଭା ପ୍ରକୋଷ୍ଠରେ ପ୍ରଦାନ କରୁଛନ୍ତି । ବିଧାନସଭାରେ…
Read More...

ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି:ସମୀର ମହାନ୍ତି

ଭୁୁବନେଶ୍ୱର,୨୪/୦୨: ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ୨.୩୦ ଲକ୍ଷ କୋଟି ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ? ବର୍ଷ ବର୍ଷ ଧରି ବଳକା ରାଜସ୍ୱର…
Read More...

ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପି ଉପରେ ବର୍ଷିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:ନିଜକୁ ବଞ୍ଚାଇବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ମନଗଢ଼ା କାହାଣୀ ଗପୁଛନ୍ତି।୨୦୧୭ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଉତ୍ତରାଖଣ୍ଡରେ ଆଶ୍ରୟ ଦେବା ପଛରେ ଥିଲା ଧର୍ମେନ୍ଦ୍ରଙ୍କ ହାତ। ୨୦୧୮ ଦିଲେଶ୍ବର ସାହୁ…
Read More...