Browsing Tag

bbsr

ପୋଲିସ-ଜନତା ମୁହାଁମୁହିଁ

ନିମାପଡ଼ା : ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଗାଁରେ ଥିବା ଶହ ଶହ ବର୍ଷର ପରମ୍ପରାକୁ ଅଟକାଇବାରୁ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଅଧିକ ପୋଲିସ ମୁତୟନ କରାଯାଇଛି । ପୁରୀ ଜିଲ୍ଲା ବଳଙ୍ଗା…
Read More...

ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କଲା ଜଣେ ବୃଦ୍ଧ

ପୁରୀ ୦୮/୦୬: ଜଣେ ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ଗିରଫ ହୋଇଛି ଜଣେ ବୃଦ୍ଧ । ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିବାବେଳେ ବାସେଳୀ ସାହି ଥାନାରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା । ଗିରଫ ବୃଦ୍ଧ ଜଣକ ହେଲେ ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର କାହ୍ନୁଚରଣ…
Read More...

୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ :  ଓଡ଼ିଶା ଆନ୍ଧରପ୍ରଦେଶରର ସୀମାନ୍ତରୁ ନବରଙ୍ଗପୁର  ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ ।  ପିକଅପ୍  ଭ୍ୟାନରେ  ଚୋରା ଚାଲାଣ ବେଳେ ୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ କରିଛି  ପାଡୁଆ ପୋଲିସ ।କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର  ଏସ.ଡି.ପି.ଓଙ୍କ …
Read More...

୧୦ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ଆଉ ପବନ । ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ଢାଳିଲା । ଘଣ୍ଟା ପ୍ରତି ପ୍ରାୟ ୫୦ କିମି ବେଗରେ ପବନ ବହିଲା । ୨ ମିନିଟ୍‌ ପାଇଁ ପବନ ବେଗ ଘଣ୍ଟା ପ୍ରତି ୭୬ କିମି ପହଞ୍ଚିଯାଇଥିଲା । ଅନେକ ଜାଗାରେ ବର୍ଷା, ପବନ ଯୋଗୁ ଗଛ ଭାଙ୍ଗିଛି । ହୋର୍ଡିଂ…
Read More...

ସିବିଏସଇ ଦ୍ୱାଦଶ ମାର୍କଶିଟ ଦାଖଲ ଅବଧି ବଢିଲା

ନୂଆଦିଲ୍ଲୀ: ବାତିଲ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହ ମାର୍କଶିଟ୍ ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି। ସିବିଏସ୍ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ସବୁ ସ୍କୁଲର ପ୍ରାକ୍ଟିକାଲ/ଇଣ୍ଟରନନାଲ ଆସେସମେଣ୍ଟ…
Read More...

ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ଏକାମ୍ର ଯୋଜନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ପାଇଁ ୱାର୍କ ଡିପାର୍ଟମେଣ୍ଟ ଅଧୀନରେ ଭୁବନେଶ୍ୱରର ଓଲଡ ଟାଉନରେ ଥିବା ଏକାମ୍ରକ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ଏକାମ୍ର ପ୍ଲ।।ନ ନାମରେ । ଏହି ପ୍ଲାନ ଅନ୍ତର୍ଗତ ଲିଙ୍ଗରାଜ ସନ୍ନିକଟ ୮୦ ଏକର ଜମିକୁ ଯୋଜନା ଅଧୀନରେ…
Read More...

ଦଣ୍ଡା ହଣା କାମ ଅନୁକୂଳ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରସୋରରେ ଆଗେଇ ଚାଲିଛି ରଥକାମ। ମହାରଣା, ଭୋଇ, କମାର, ରୂପକାର ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ଆଜି ଦଣ୍ଡା ହଣା କାମ ଅନୁକୂଳ ହୋଇଛି । ୪୨ଟି ଚକ ମଧ୍ୟରୁ ୩୩ ଗୋଟି ଚକ ନିର୍ମାଣ କାମ ଶେଷ ହୋଇଛି। ବିଧି ମୁତାବକ…
Read More...

ଚାଲବୁଲ କରିପାରୁନଥିବା ଭୁବନେଶ୍ୱରବାସୀଙ୍କ ଟୀକା ପାଇଁ ବିଏମସିର ପଦକ୍ଷେପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସବାସ କରୁଥିôବା ଦୁରାରୋଗ୍ୟ ପୀଡିତ ତଥା ବିଛଣାରୁ ଉଠାବସା କରି ପାରୁ ନ ଥିବା ରୋଗୀଙ୍କ ପାଇଁ ଖୁସୀ ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମସି ଅଞ୍ଚଳରେ ରହିଥିବା ସମ୍ପୂର୍ଣ୍ଣ ଶଯ୍ୟାଶାୟୀ, ଚାଲବୁଲ କରି ପାରୁ ନ ଥିବା ଲୋକଙ୍କ ପାଇଁ ଟୀକା…
Read More...

ଦିଲ୍ଲୀ ସରକାର ନୂଆ ପଦକ୍ଷେପ, ଷ୍ଟେସନରେ ଲାଗିବ ସ୍ୱୟଂ ଚାଳିତ ଡଷ୍ଟବିନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ସ୍ୱଚ୍ଛତାକୁ ଗୁରତ୍ୱ ଦେବାକୁ ଯାଇ ଦିଲ୍ଲୀ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ନୂତନ ଯୋଜନା ଅନୁସାରେ ରେଲୱେ ଷ୍ଟେସନରେ ଲାଗିବ ସ୍ୱୟଂ ଚାଳିତ ଡଷ୍ଟବିନ୍ । ଡଷ୍ଟବିନ୍ ୭୫ ପ୍ରତିଶତ ଭରିଯିବା ପରେ ଷ୍ଟେସନ୍ ମାଷ୍ଟରଙ୍କ ନିକଟକୁ ଆପେ ଆପେ ମେସେଜ ଚାଲିଯିବ ।…
Read More...

ନଭେମ୍ବର ଯାଏଁ ଗରିବଙ୍କୁ ଖାଦ୍ୟ ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ମାଗଣା ଟୀକା ସହ ମାଗଣା ରାସନ ସାମଗ୍ରୀ ଦୀପାବଳି ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ପାଇଁ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ଏପରି ବ୍ୟବସ୍ଥା କରିଛି କେନ୍ଦ୍ର ସରକାର । ଆଜି ମୋଦି ତାଙ୍କ ସମ୍ବୋଧନ କାଳରେ ନଭେମ୍ବର ମାସ…
Read More...