Browsing Tag

bbsr

ରେସଲର ସୁଶିଲଙ୍କ ଖାଦ୍ୟ ଯାଚିକାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ରେସଲର ସୁଶିଲ କୁମାରଙ୍କ ଉଚ୍ଚ ପୁଷ୍ଟିକର ଖାଦ୍ୟ ଓ ଖାଦ୍ୟରେ ଅନୁପୂରକ ଡାଏଟକୁ ନେଇ ଦାୟର ଯାଚିକାର ଶୁଣାଣି ଦିଲ୍ଲୀର ଏକ କୋର୍ଟରେ ହୋଇଥିଲେ ମଧ୍ୟ ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି । ଦିଲ୍ଲୀ ରୋହିନୀ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସତବୀର ସିଂହ ଲାମ୍ବା ଏହି…
Read More...

ଟିକାକରଣ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦେଶରେ ଟିକାକରଣ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ କୁହାଯାଇଛି ଯେ କେନ୍ଦ୍ର ସରକାରର ରାଜ୍ୟମାନଙ୍କର ଜନସଂଖ୍ୟା ଓ ସଂକ୍ରମଣ ହାର ଓ ଭ୍ୟାକସିନ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଭ୍ୟାକସିନ ଆବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦିନେ…
Read More...

ଅକ୍ସିଜେନ ଅଭାବରୁ ୨୨ରୋଗୀ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ ଦେଲା ୟୁପି ସରକାର

ଆଗ୍ରା: କରୋନାର ଦ୍ୱିତୀୟ ଲହରରେ ଏହି ଭୂତାଣୁ ସିଧାସଳଖ ଫୁସଫୁସକୁ ଆକ୍ରମଣ କରୁଛି। ଫଳରେ ରୋଗୀଙ୍କ ଶରୀରର ଅକ୍ସିଜେନ ସ୍ତରର ହ୍ରାସ ପାଉଛି । ତେଣୁ ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଅକ୍ସିଜେନ ଅଭାବ ଦେଖିବାକୁ ମଳିଛି । ଏହି ଅକ୍ସିଜେନ ଅଭାବରୁ ବହୁ ଲୋକଙ୍କ ପ୍ରାଣହାନୀ ଘଟିଛି । ଏହାରି ଭିତରେ…
Read More...

ଅନଲକକୁ ଡବ୍ଲୁଏଚଓର ନାପସନ୍ଦ

ଜେନେଭା: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବିଭିନ୍ନ ରାଜ୍ୟ ଅନଲକ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ନିୟମରେ କୋହଳ କରାଯାଉଛି । ଏହି ଅନଲକ ପ୍ରକ୍ରିୟାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିବା ସହ ଚେତାବନୀ ଦେଇଛି । ଡବ୍ଲୁଏଚଓର ମୁଖ୍ୟ…
Read More...

ଗ୍ରୀନ କରିଡର ଦେଇ ଦେବାଶୀଷଙ୍କ ଆମ୍ବୁଲାନ୍ସ ବାହାରିଲା ବିମାନ ବନ୍ଦର ଅଭିମୁଖେ

ଭୁବନେଶ୍ୱର: କୋଲକାତା ଅଭିମୁଖେ ବାହାରିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ । ଏକ ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ନିଆଯିବ । ତେଣୁ କଟକର ଅଶ୍ୱିନୀ ହସ୍ପିଟାଲରୁ ଭୁବନେଶ୍ୱର ବିମାନ ବନ୍ଦର ଅଭିମୁଖେ ତାଙ୍କ ଆମ୍ବୁଲାନ୍ସ ଯୋଗେ ନିଆଯାଉଛି । ବିମ।।ନ ବନ୍ଦରରୁ ତାଙ୍କୁ…
Read More...

ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ଅର୍ଥ ମଞ୍ଜୁରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ମୁକାବିଲା ପାଇଁ ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ଏଥିରେ ବ୍ୟାପକଭାବେ ପ୍ରଭାବିତ ହୋଇଛନ୍ତି ସହରାଞ୍ଚଳରେ ନିଜ ଗୁଜୁରାଣ ମେଣ୍ଟାଉଥିବା ଉଠାଦୋକାନୀମାନେ । ଦୋକାନ ବଜାର ବନ୍ଦ ରହିଥିବାରୁ ଉଠାଦୋକାନୀଙ୍କ ବେପାରରେ ତାଲା ପଡିଛି । ଫଳରେ ଏହି ବର୍ଗର…
Read More...

ଯୁବକଙ୍କୁ ଘରୁ ଡାକିନେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ଜଘଣ୍ୟ ହତ୍ୟାକାଣ୍ଡ। ଘରୁ ଡାକି ଯୁବକ ନିର୍ମମ ହତ୍ୟା । ଘଟଣାଟି ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ । ମୃତକ ଜଣକ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର କାର୍ତ୍ତିକ ସାହୁ । ପୂର୍ବ ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ଘଟଣାରେ ପୁଲିସ ତଦନ୍ତ ଚଳାଇଛି ।…
Read More...

୩୦ ହଜାରରୁ ଅଧିକ ଅନାଥ ହୋଇଥିବା ପିଲାଙ୍କ ସୁରକ୍ଷା ମାମଲା ସୁପ୍ରିମକୋର୍ଟରେ

ନୂଆଦିଲ୍ଲୀ: କରୋନା ମହାମାରୀରେ ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତବର୍ଷ ଜୁନ୍ ୫ ତାରିଖ ମଧ୍ୟରେ ଦେଶର ତିନି ହଜାରରୁ ଅଧିକ ପିଲା ସେମାନଙ୍କ ଅଭିଭାବକଙ୍କ ହରାଇ ଅନାଥ ହୋଇଯାଇଛନ୍ତି। ରାଷ୍ଟ୍ରୀୟ ଶିଶୁ ଅଧିକାର ଅୟୋଗ (ଏନସିପିସିଆର) ତଥ୍ୟ ଅନୁଯାୟୀ ୨୬ ହଜାରରୁ ଅଧିକ ପିଲା ଯିଏ କି ସେମାନଙ୍କ…
Read More...

ଦିନକ ପରେ ସାବିତ୍ରୀ ବ୍ରତ, ଫଳ ଦୋକାନରେ ହାତ ମାରିବା କଷ୍ଟ

(ଭୁବନେଶ୍ୱର/ରାଜେଶ ସାହୁ): ଦିନକ ପରେ ସାବିତ୍ରୀ ବ୍ରତ। ସ୍ୱାମୀର ମଙ୍ଗଳ ମନାସି ଓ ଦୀର୍ଘାୟୁ କାମନା କରି ବ୍ରତ ରଖିବେ ସଧବା ନାରୀ । ଏପଟେ ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଛି ଫଳ ଦୋକାନ। ଆଉ ଯାହା କିଛି ବି ଫଳ ଦୋକାନ ଖୋଲିଛି ସେଠାରେ ହାତ ମାରିବା କଷ୍ଟକର। ପୂର୍ବ ଅପେକ୍ଷା ୫ ରୁ ୧୦…
Read More...

ଠକେଇ ମାମଲା: ଗାନ୍ଧୀଙ୍କ ନାତୁଣୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

ଜୋହାନ୍ସବର୍ଗ: ଭାରତର ଜାତିିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ ବର୍ଷର ଦଣ୍ଡାଦେଶ । ମହାତ୍ମାଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଠକେଇ ଓ ଜାଲିଆତି ମାମଲାରେ ଦକ୍ଷିଣ ଆଫ୍ରିକାର ଡର୍ବାନର ଏକ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୬ ମିଲିୟନ୍ ଦକ୍ଷିଣ ଆଫ୍ରିକୀୟ ରାଣ୍ଡ୍…
Read More...