ସମସ୍ତ ଭାରତୀୟଙ୍କୁ କେନ୍ଦ୍ର ଯୋଗାଇବ ମାଗଣା ଟୀକା: ମୋଦି
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ସରକାର ତରଫରୁ ସମସ୍ତଙ୍କୁ ମାଗଣା ଟୀକା ଘୋଷଣା କରିବାକୁ ହେଉଥିବା ଦାବି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ ଘୋଷଣା କରିଛନ୍ତି । ସମସ୍ତଙ୍କୁ ମାଗଣା ଟୀକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟୀକା ଯୋଗାଇ…
Read More...
Read More...