ଜିଲ୍ଲା ସହଳ ସ୍ବାସ୍ଥ୍ୟ ପରିକ୍ଷା ଚିକିତ୍ସା କେନ୍ଦ୍ର ର ଛାତରୁ ଖସିଲା ପଲସ୍ତରା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ଜିଲ୍ଲା ସହଳ ସ୍ବାସ୍ଥ୍ୟ ପରିକ୍ଷା ଚିକିତ୍ସା କେନ୍ଦ୍ର ର ଛାତରୁ ଖସିଲା ପଲସ୍ତରା। ୫୦୭ ନଂ ଦନ୍ତ ଚିକିତ୍ସା କକ୍ଷ ସମୁଖୀନ ରେ ଛାତରୁ ଖସିଲା ପଲସ୍ତରା । ଏଠାକୁ ପ୍ରତ୍ୟେକ ରୋଗୀ ଚିକିତ୍ସା ପାଇଁ ଆସନ୍ତି ଭାଗ୍ୟ ବସତହ କେହି ନଥିବାରୁ କୈଣସି ଅଘଟଣ ହୋଇନାହିଁ। କାର୍ଯ୍ୟ ର ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନବାଚୀ