କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୬.୯୫ ପ୍ରତିଶତ ଲୋକେ
ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
(ଦିଲ୍ଲୀ) : ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୬୭,୦୮୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଦେଶରେ ଦୈନିକ ପଜିଟିଭିଟି ହାର ୪.୪୪% ରହିଛି। ବର୍ତ୍ତମାନ ଯାଏ ଦେଶରେ କରୋନା ଯୋଗୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକେ ଆଖିବୁଜି ସାରିଲେଣି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୬.୯୫ ପ୍ରତିଶତ ଲୋକେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
India reports 67,084 fresh #COVID19 cases, 1,67,882 recoveries and 1,241 deaths in the last 24 hours.
Active cases: 7,90,789 (1.86%)
Death toll: 5,06,520
Daily positivity rate: 4.44%Total vaccination: 1,71,28,19,947 pic.twitter.com/pO6gvSwwob
— ANI (@ANI) February 10, 2022