ହିଞ୍ଜିଳି/ରଜନୀକାନ୍ତ ପାତ୍ର : ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକରେ ଏକ ଷ୍ଟିଲ ବେଲ୍ଡି ଦୋକାନରୁ ଚୋରି ମାମଲାରେରେ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ନିକୁଞ୍ଜ ବିଶ୍ଵାଳ । ସୂଚନାଥାଉ କି, ଏନେଇ ହିଞ୍ଜିଳି ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ଠାରୁ ପୁଲିସ ଷ୍ଟିଲ ତିଆରି ବିଭନ୍ନ ମେସିନ ଜବତ କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।