ମାର୍ଚ୍ଚ ୩୧ ହେଉଛି ଧାନ କିଣାର ଡେଡଲାଇନ ଓଡିଶା By Minu Sahoo On Feb 25, 2025 Share ଭୁବନେଶ୍ୱର: ମାର୍ଚ୍ଚ ୩୧ ହେଉଛି ଧାନ କିଣାର ଡେଡଲାଇନ | ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ | ବର୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରଯାଇସାରିଛି | ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି | BhubaneswarOdishareporterstoday Share FacebookTwitterGoogle+ReddItWhatsAppPinterestEmail