(ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା ) : ମାଲକାନଗିରିରେ ଦୁଇ ମାଓବାଦୀ ଗିରଫ । ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ବିଏସଏଫ ଯବାନ । ଗିରଫ ପରେ ଦୁଇ ସେମାନଙ୍କୁ ଚିତ୍ରକୋଣ୍ଡା ଥାନାକୁ ହସ୍ତାନ୍ତର କରାଯାଇଛି ।ଗିରଫ ଦୁଇ ମାଓବାଦୀ ନକ୍ସଲ ସଙ୍ଗଠନର ମିଲିସିଆ ସଦସ୍ୟ ଭଞ୍ଜ ହନ୍ତାଳ ଓ ସିନ୍ଧୁ ଖରା ।ସେମାନଙ୍କ ନିକଟରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛି । ଗିରଫ ପରେ ଦୁଇ ମାଓବାଦୀଙ୍କୁ ଚିତ୍ରକୋଣ୍ଡା ଥାନାକୁ ହସ୍ତାନ୍ତର କରିଛି ।