ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୈରାଗୀମୁଣ୍ଡାର ବାର୍ଷିକ ଉତ୍ସବରେ ଯୋଗ ଦେଲେ କବି ରତ୍ନ ପଦ୍ମଶ୍ରୀ ହଳଧର ନାଗ

ସୁବର୍ଣ୍ଣପୁର (ଓମ୍ ପ୍ରକାଶ ମିଶ୍ର) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୈରାଗୀମୁଣ୍ଡା ର ବାର୍ଷିକ ଉତ୍ସବ ୨୦୨୪-୨୫ ଆଜି ଅନୁଷ୍ଟିତ ହୋଇଥିଲା। ଉକ୍ତ ଉତ୍ସବରେ ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ର ଅତିରିକ୍ତ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ଶ୍ରୀମାନ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଲେ, ସମ୍ମାନୀତ ଅତିଥି ଓ ମୁଖ୍ୟ ବକ୍ତା ରୁପେ ଲୋକ କବି ରତ୍ନ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇଥିଲେ ।

ରା

ମପୁର CRCC ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଦାସ, ବୈରାଗୀମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ କୁମାର ସେନାପତି, ପଣ୍ଡକିଟାଲ – ନାଇକେନପାଲି ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ସେଠ୍ ଏବଂ ଅନ୍ୟାନ୍ୟ ୱାର୍ଡ ମେମ୍ବର ତଥା ବିଦ୍ୟାଳୟ କମିଟିର ସଦସ୍ୟ ସଦସ୍ୟା ଏବଂ ଗ୍ରାମବାସୀମାନେ ଯୋଗଦେଇଥିଲ।