ଗଞ୍ଜେଇ ଗାଡି ଜବତ ଓଡିଶା By Reporters Today Bureau On Aug 13, 2021 Share ଜଳେଶ୍ୱର/ଅଜିତ ସହୁ: ବସ୍ତା ଥାନା, ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇ ପାସ ନିକଟରୁ ସନ୍ଦେହ ଜନକ ଅବସ୍ଥାରେ ଏକ ଟ୍ରକକୁ ଏସ୍ଟିଏଫ ଜବତ କରିଛି। ତେବେ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ , ଜଣକୁ ଅଟକ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। bbsrOdishaReporters Todayshasikala Share FacebookTwitterGoogle+ReddItWhatsAppPinterestEmail