ଭୁବନେଶ୍ୱର : ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ହେବ । ୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ । ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ । ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଅଗ୍ରସର । ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ । ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଅଗ୍ରସର । ପଲ୍ଲୀସଭା ଓ ଗ୍ରାମସଭା ନକରାଇ ପଂଚାୟତରାଜ ବ୍ୟବସ୍ଥାକୁ ହତ୍ୟା କରିଛି ବିଜେଡି। ଆବାସ, ମନରେଗା, ପାଇଖାନା, ପାନୀୟ ଜଳ, ରାସନ, ଭତା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ବିଜେଡିର ନେତା ମନ୍ତ୍ରୀ ଓ କୁଜିନେତା । ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କର କ୍ଷମତାକୁ ସଙ୍କୁଚିତ କରାଯାଇଛି । ମୋଦି ସରକାର ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ଗ୍ରାମାଂଚଳର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ସିଧାସଳଖ ।