ଆଖିବୁଜିଲେ କ୍ରିକେଟର ସୁରେଶ ରାଇନାଙ୍କ ବାପା

ଆରପାରିରେ ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ବାପା ତ୍ରିଲୋକଚାନ୍ଦ ରାଇନା

(ମୁମ୍ବାଇ) : ଆରପାରିରେ ଭାରତର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ବାପା ତ୍ରିଲୋକଚାନ୍ଦ ରାଇନା ଗାଜିଆବାଦରେ ଥିବା ତାଙ୍କ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଦୀର୍ଘଦିନ ଧରି ସେ କର୍କଟ ରୋଗରେ ସେ ପିଡିତ ଥିଲେ।

ସୂଚନାନୁଯାୟୀ , ଗୋଟିଏ ସାକ୍ଷାତକାରରେ ସୁରେଶ ରାଇନା କହିଥିଲେ ଯେ, ତାଙ୍କ ବାପା ସହିଦ୍ ହୋଇଥିବା ଯବାନ୍ ମାନଙ୍କର ପରିବାରର ଦେଖାରଖା କରୁଥି​‌ଲେ। ୨୦୨୦ରେ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ।