(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଏକ ଅନୁସନ୍ଧାନ ଅନୁସାରେ ସବୁ ପ୍ରକାର ଖାଦ୍ୟରେ ଲାକ୍ଟନ୍ସ୍ ନାମକ ପ୍ରୋଟିନ୍ ରହିଥାଏ । ଅଲଗା ଅଲଗା ବ୍ଲଡ଼୍ ଗ୍ରୁପର ଲୋଙ୍କ ରକ୍ତ ଲାକ୍ଟିନ୍ ପ୍ରେଟିନ୍ ପ୍ରତି ଅଲଗା ଧରଣର ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଭୁପରେ ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତିର ପାଚନ କ୍ରିୟା ଏବଂ ରୋଗ ପ୍ରତିରୋଧକ କ୍ଷମତା ତାର ବ୍ଲଡ଼୍ ଗ୍ରୁପ୍ ଉପରେ ନିର୍ଭର କରିଥାଏ ।
ଲାକ୍ଟିନ୍ ଲାଗିଛି ରହିବା ଭଳି ପ୍ରୋଟିନ୍ ହୋଇଥାଏ । ଯେଉଁ ଲାକ୍ଟିନ୍ ବଙ୍ଗବଚ୍ଚ ଟାଇପ ସହ ମେଳ ଖାଆନ୍ତି ନାହିଁ ସେଗୁଡ଼ିକ ଶରୀରରେ କୋଷଗୁଡିକ ପ୍ରତି କ୍ଷତି ପହଞ୍ଚାଇଥାଏ । ଖାଦ୍ୟରୁ ଆସୁଥିବା ଲାକ୍ଟିନ୍ ହାନିକାରକ ହୋଇନଥାଏ । କିନ୍ତୁ ଅଳ୍ପ ପ୍ରଭାବ ପକାଇଥାଏ । ଯଦି ଏହି ଲାକ୍ଟିନ୍ ବ୍ଲଡ଼୍ ଗ୍ରୁପ ସହ ମେଳ ଖାଉନାହିଁ ତେବେ ଶରୀରରେ ପୀଡ଼ା ଏବଂ ଫୁଲା ସମସ୍ୟା ସୃଷ୍ଟି ହୋଇପାରେ ।
୦ ବ୍ଳଡ଼୍ ଗ୍ରୁପ ଥିବା ବ୍ୟକ୍ତିଙ୍କର ଏକଜିମା ଆଲର୍ଜି ଏବଂ ଜ୍ୱର ଆଦି ରୋଗ ଅଧକତର ହେବାର ସମ୍ଭାବନା ଥାଏ । B ବ୍ଲଡ଼୍ ଗ୍ରୁପ୍ ଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । AB ବ୍ଲଡ଼୍ ଗ୍ରୁପ୍ ଥିବା ବ୍ୟକ୍ତିଙ୍କୁ ଖୁବ୍ କମ୍ ରୋଗ ହୋଇଥାଏ । କିନ୍ତୁ କ୍ୱଚିତ ଏହି ଗ୍ରୁପର ବ୍ୟକ୍ତିଙ୍କୁ କ୍ୟାନସର, ଆମୋନିଆ ଏବଂ ନ୍ଦ୍ ରୋଗ ହେବାର ସମ୍ଭାବନା ଥାଏ ।
A ବ୍ଲଡ଼ ଗ୍ରୁପ୍ : A ବ୍ଲଡ଼ ଗ୍ରୁପ୍ ଥିବା ବ୍ୟକ୍ତିଙ୍କର ରୋଗପ୍ରତିରୋଧକ କ୍ଷମତା ଅଧ୍ଖଳ ସମ୍ବେଦିନଶୀଳ ହୋଇଥାଏ । ଏଥିପାଇଁ କାର୍ବେହାେଇଡ଼୍ରେଟ୍ ଥିବା ଏବଂ କମ୍ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇବା ଉଚିତ । ସେମାନେ ପ୍ରଚୁର ପରିମାଣରେ ଚାଉଳ, ସୋରିଷ , ପାସ୍ତା, କଖାରୁ , ବଦେମେ, କସମିସ, ଗହମ , ସୋୟା , ଆଖରୋଟ , ଛତୁ, ଅଦା ଏବଂ ଗ୍ରୀନ ଟି ଆଦି ଖାଇବାର ଆବଶ୍ୟକତା ରହିଛି । ଓଜନ କମାଇବା ପାଇଁ ମାଂସ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଏବଂ ଗହମକୁ ଆଦୌ ଖାଆନ୍ତୁ ନାହିଁ ।
B ବ୍ଲଡ଼ ଗ୍ରୁପ୍ : B ବ୍ଲଡ଼ ଗ୍ରୁପ ଥିବା ବିଭିନ୍ନ ପ୍ରକାରର ଖାଦ୍ୟ ଖାଇପାରିବେ । ଏଥିରୁ ସବୁ ପ୍ରକାରର ମାଂସ ତରକାରୀ ଏବଂ ପରିବା ରହିଛି । କିନ୍ତୁ ଯେଉଁ ଭୋଜନ ଗ୍ରହଣ କରିବେ ଏହାର ମାତ୍ରା ସୀମିତ ହୋଇଥିବା ଆବଶ୍ୟକ । ଯଦି ଦିନରେ ମାଂସ ଖାଇଛନ୍ତି ତେବେରାତିରେ ପନିପରିବା ଖାଆନ୍ତୁ । ପ୍ୟାକେଟରେ ଥଇବା ଖାଦ୍ୟା ପଦାର୍ଥ ।
AB ବ୍ଲଡ଼ ଗ୍ରୁପ୍ : ଏହି ବ୍ଳଡ଼ ଗ୍ରୁପ୍ ବ୍ୟକ୍ତିମାନଙ୍କ ପାଇଁ ମାଛ ମାଂସ ତରକାରୀ କାର୍ବେହାଇଡ଼୍ରେଟସ କ୍ଷୀର ଦହି କ୍ଷୀରରୁ ପ୍ରସ୍ତୁତ ହୋଇତିବା ଖାଦ୍ୟ ଏବଂ ପନିପରିବା ଆଦି ଉପଯୁକ୍ତ ହୋଇଥାଏ । ଏାମନେ ଅଧକି ପରିମାଣରେ ପୁ୍େଟିସାର ଜାତୀୟ ଖାଦ୍ୟ ଖାଇବା ଉଚିତ । ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ସେମାନେ ଅଧ୍ଖଳ ସୁସ୍ଥ ରହିପାରିବେ ।
୦ ବ୍ଲଡ଼ ଗ୍ରୁପ୍ : ୦ ବ୍ଲଡ଼ ଗ୍ରୁପ୍ ଥିବା ବ୍ୟକ୍ତିଙ୍କୁ ପ୍ରୋଟିନ୍ ଅଧିକ ଖାଦ୍ୟ ଯେପରିକି ମାଂସ ମାଛ ଅଣ୍ଡା ଆଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ନିଜ ଖାଦ୍ୟରେ ପରିବା ଏବଂ ବିନ୍ ସହ ବାଦାମରେ ମାତ୍ରାକୁ ସନ୍ତୁଳିତ ରଖନ୍ତୁ ।