(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ ) : ହିଞ୍ଜିଳିକାଟୁ ସହର ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ଥାନୀୟ ଜନସାଧାରଣ କୁ ନେଇ ଏକ ତ୍ରିରଙ୍ଗା ପତାକାପ୍ରାୟ ୨୦୦ ଧରି ମିନି ଷ୍ଟାଡିୟମରୁ ରାଲି ରେ ବାହାରି ନଗର ପରିକ୍ରମା କରିଥିଲେ। ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ୨୦୦ ମିଟର ର ବିରାଟ ଜାତୀୟ ପତାକାକୁ ଧରି ପଦଯାତ୍ରା କରିଥିଲେ । ଏହାକୁ ବୃଦ୍ଧିଜୀବି ମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସ ଏକ ଡ଼ମୀର କମ୍ପ୍ୟୁଟର ଶିକ୍ଷକ ଶ୍ରୀ ବିକାଶ କୁମାର ମହାପାତ୍ର ଙ୍କ ଦ୍ୱାରା ପରିଚାଳିତ ହେଇଥିଲା ।