(ଆଦର୍ଶ ରାଉତ) ସହକାରୀ ନର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ଙ୍କ ନାମରେ ସଙ୍ଗିନୀ ଅଭିଯୋଗ । ଅଭିଯୋଗ ଆଣିଲେ ସେଇ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଏକ ମହିଳା । ଗତ ୧ ତାରିଖ ରେ ସୁଶୀଲ ପଣ୍ଡା ତାଙ୍କୁ ଅସଦାଚରଣ କରି ତାଙ୍କୁ ଅଶୀଳ ଭାଷାରେ ଇଙ୍ଗିତ ମଧ୍ୟ କରିଥିଲେ ।
ମହିଳାଙ୍କ କହିବା ଅନୁସାରେ ସୁଶୀଲ ପଣ୍ଡା ତାଙ୍କୁ ବହୁବାର ଏମିତି ଅଶୀଳ ଇଙ୍ଗିତ କରିକହୁଥିଲେ । ଆଗରୁ ସେ ଏନେଇ ମହିଳା ଥାନା ରେ ଅଭିଯୋଗ କରିଥିଲେ ଆଜି ତାଙ୍କ ବୟାନ ରେକଡ ହୋଇଛି । ସିସି ଟିଭି ଫୁଟେଜ କୁ ଆଧାର କରି ଏହି ଘଟଣା ର ତଦନ୍ତ ଚାଲୁ ରହିଛି