ଆନନ୍ଦପୁର : ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋପ କରା ଯାଇଛି। ଏଥିରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଜୟଦେବ ଜେନା ଓ ପୁତ୍ର ମନୋଜ ଜେନାଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। କିପରି ଆଗାମୀ ଦିନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଜାତୀୟ କଂଗ୍ରେସ କ୍ଷମତାକୁ ଫେରିବ ପାଇଁ ଆଲୋଚନା କରାଯାଇଥିଲା। ଏଥିରେ ଜୟଦେବ ଜେନାଙ୍କ ସାନ ପୁଅ ମନୋଜ ଜେନା କାହିଁକି ଓଡ଼ିଆ ମାନଙ୍କୁ ଠିକ୍ ଭାବେ କାମ ମିଳୁନି ବୋଲି ପ୍ରଶ୍ନ କରିଥିଲେ।