( ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ବ୍ଲକ ସେଫଟି ନିର୍ଦ୍ଦେଶକ ଡ଼କ୍ଟର ମାନସ ରଞ୍ଜନ ସାମନ୍ତରାଏ ସ୍ୱତନ୍ତ୍ର ସଚିବ ପାହ୍ୟକୁ ପଦୋନ୍ନତି ପାଇଛନ୍ତି । ୧୯ଟି ଜିଲ୍ଲାରେ ସିଡ଼ିଏମଓ ସ୍ତରରେ ବଦଳି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ପଦୋନ୍ନତି ଭିତିରେ ବଦଳି ହୋଇଛନ୍ତି । ମେଡ଼ିକାଲ ଅଧିକାରୀଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଲେଭଲ ୨ ରୁ ୧କୁ ପଦୋନ୍ନତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଉପରୋକ୍ତ ୧୪ ଜଣ ମେଡ଼ିକାଲ ଅଧିକାରୀଙ୍କ ବ୍ୟତିତ ଅନ୍ୟ ୧୩ ଜଣ ମେଡ଼ିକାଲ ଅଧିକାରଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି ।