Browsing Category
ବିଶେଷ
ଏୟାର ଶୋ’ ରେ ଶ୍ବାସରୁଦ୍ଧ ଯୋଗୁଁ ୫ ଜଣଙ୍କର ମୃତ୍ୟୁ
ବ୍ୟୁରୋ : ଚେନ୍ନାଇ ମେରିନା ବେଳାଭୂମିରେ ଏୟାର ଶୋ’ ରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଆୟୋଜିତ ଏୟାର ଶୋ’ ରେ ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ଘଟିଥିବା ସୂଚନା । ପ୍ରାୟ ୧୨ ଲକ୍ଷ ଲୋକଙ୍କ ସମାଗମ ଭିତରେ ୨ ଶହରୁ ଅଧିକ ଦର୍ଶକ ଚେତା ହରାଇଥିଲେ । ତେବେ…
Read More...
Read More...
ଆଗାମୀ ୭ ଦିନ ପର୍ଯ୍ୟନ୍ତ ହେବ ହାଲୁକାରୁ ମଧ୍ୟମ ଧରଣର ବର୍ଷା…
ବ୍ୟୁରୋ : ଉତ୍ତର ବଙ୍ଗୋପସାଗର ଏବଂ ତା'ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଜଗତସିଂହପୁର, ଢେଙ୍କାନାଳ, କଟକ,…
Read More...
Read More...
ରେଲୱେ କର୍ମଚାରୀଙ୍କୁ ବଡ ପୂଜାଭେଟି : ମିଳିବ ୭୮ ଦିନର ବୋନସ
ବ୍ୟୁରୋ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂଜା ଭେଟି । ରେଲୱେ କର୍ମଚାରୀଙ୍କୁ ବୋନସ ଓ କୃଷକଙ୍କ ପାଇଁ ୧ଲକ୍ଷ କୋଟିର ଦୁଇଟି ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟରେ ଆଜି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଞ୍ଜୁର ହୋଇଛି । କୃଷକ ମାନଙ୍କ ଆୟ ବୃଦ୍ଧି…
Read More...
Read More...
ବୈବାହିକ ଦୁଷ୍କର୍ମ ନୁହେଁ ଅପରାଧ : ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ କହିଲେ କେନ୍ଦ୍ର ସରକାର
ବ୍ୟୁରୋ : ବୈବାହିକ ଦୁଷ୍କର୍ମକୁ ଅପରାଧରେ ସାମିଲ କରିବାର କୌଣସି ଆବଶ୍ୟକତା ନାହିଁ । ଏନେଇ ଅନ୍ୟ ଦଣ୍ଡ ବ୍ୟବସ୍ଥା ରହିଛି । ଏହି ସମ୍ବନ୍ଧୀୟ ଆବେଦନ ଶୁଣାଣୀ ସମୟରେ ସୁପ୍ରିମକୋର୍ଟଙ୍କୁ ଏଭଳି କିଛି କହିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା…
Read More...
Read More...
ରାତିରେ ପୋଲିସକୁ ଛୁରାମାଡ଼ କଲା ଦୁର୍ବୃତ୍ତ
ଭୁବନେଶ୍ୱର : ରାଜଧାନୀରେ ପୋଲିସକୁ ଛୁରାମାଡ଼ । ମଞ୍ଚେଶ୍ଵର ଥାନାର କନେଷ୍ଟବଳ ଗୋପୀ ଶବର ଛୁରାମାଡ଼ରେ ଆହତ ହୋଇଥିବା ସୂଚନା। ଗତକାଲି ରାତିରେ ଛୁରାମାଡ଼ ହୋଇଛି। ତେବେ ଘଟଣାଟି ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି। ଉକ୍ତ ଅଞ୍ଚଳରେ ଗଣ୍ଡଗୋଳ ହେଉଥିବା ଖବର ପାଇ କନେଷ୍ଟବଳ ଗୋପୀ…
Read More...
Read More...
ପୁଣି ବଦଳିଲା ସ୍କୁଲ ୟୁନିଫର୍ମ : ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ନୂଆ ଡ୍ରେସ
ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ବଦଳିଲା ସ୍କୁଲ ୟୁନିଫର୍ମ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହେବ । ଏଣିକି ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ସବୁଠୁ ବଡ କଥା ହେଉଛି…
Read More...
Read More...
ରେଳ ସାଇଡିଂ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଯୋଡ଼ା (ରମେଶ ଚନ୍ଦ୍ର ମହାପାତ୍ର ) : ରେଳ ସାଇଡିଂ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। କ୍ଷତବିକ୍ଷତ ଶବ ଦେଖି ହତ୍ୟା ହୋଇଥିବା ସନ୍ଦେହ ଉପୁଜିଛି । କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ଜିଲିଂସ୍ଥିତ ଆପାହାତୁ ରେଳ ସାଇଡିଂ ନିକଟରେ ଘଟଣାଟି ଘଟିଛି । ଆଜି ଯୁବକଙ୍କ କ୍ଷତବିକ୍ଷତ…
Read More...
Read More...
ବିଲ ହିଡ଼ରେ ଇ -କେ୍ୱାଇସି ଯାଞ୍ଚ : ସ୍ବାଧୀନତାର 78 ବର୍ଷ ପରେ ବି ଅପହଞ୍ଚ ନେଟୱର୍କ
ରାଇରଙ୍ଗପୁର (ସତ୍ୟନାରାୟଣ ପାଲ): କେନ୍ଦ୍ର ସରକାର ଡିଜିଟାଲ ଭାରତ ନିର୍ମାଣ ସ୍ବପ୍ନ ଦେଖିଥିବା ବେଳେ ବାମନ ଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଚଢେଇପାହାଡି ପଞ୍ଚାୟତ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାଧୀନତାର 78 ବର୍ଷ ପରେ ବି ନେଟୱର୍କ ଅପହଞ୍ଚ। ଏହି କାରଣରୁ…
Read More...
Read More...
“ସ୍ୱଚ୍ଛତା ହିଁ ସେବା” ଅଭିଯାନ ପରିପ୍ରେକ୍ଷୀରେ ପୌରପାଳିକା ତରଫରୁ ଆୟୋଜିତ ହେଲା “ପଥ…
ରାଇରଙ୍ଗପୁର (ସତ୍ୟନାରାୟଣ ପାଲ ) : ଚଳିତ ମାସ ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ଦେଶ ବ୍ୟାପି "ସ୍ୱଚ୍ଛତା ହିଁ ସେବା" ଅଭିଯାନ । ଏହି ପରିପ୍ରେକ୍ଷୀରେ ଅଭିଯାନକୁ ଜନ ଆଦୃତ କରିବା ତଥା ପରିବେଶକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ…
Read More...
Read More...
ମହାନଦୀ ସେତୁ ଠାରୁ ତେଲ ନଦୀ ସେତୁ ପର୍ଯ୍ୟନ୍ତ ଏକ ଗ୍ରୀନ କରିଡ଼ର ଲକ୍ଷ୍ୟ
ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ଗୋପାଳଜୀ ତମଶ୍ଵା ଯୋଗାଳୟ, ବରିଷ୍ଠ ନାଗରିକ ସଂଘ, ସ୍ଵଚ୍ଛ ଭାରତ ସଂଗଠନ ଏବଂ ବନ ବିଭାଗ ସୋନପୁର ର ମିଳିତ ଉଦ୍ୟମରେ ତଥା ସର୍ବ ବରିଷ୍ଠ ୮୫ ବର୍ଷୀୟ ଯୋଗୀ ମୃତ୍ୟୁଞ୍ଜୟ ନାରାୟଣ ଦାସଙ୍କ ଦୃଢ଼ ଇଚ୍ଛା ରେ ବଳିଷ୍ଠ ନେତୃତ୍ଵ ରେ ଏକ ସବୁଜ ସୋନପୁର…
Read More...
Read More...