Browsing Category

ବିଶେଷ

ଦଶହରା ପୂର୍ବରୁ ଆସିବ BMW ର ନୂଆ ସ୍କୁଟର BMW CE 02

ବ୍ୟୁରୋ : BMW ଭାରତୀୟ ବଜାରରେ ଏକ ନୂଆ ସ୍କୁଟର ଆଣିବାକୁ ଯାଉଛି । BMW CE 02କୁ ଭାରତରେ ଲଞ୍ଚ କରିବା ପାଇଁ ଜର୍ମାନ ଅଟୋମେକର ଆଗେଇ ଆସିଛି । ଭାରତୀୟ ମାକେର୍ଟରେ ୧ ଅକ୍ଟୋବରରେ ଏହି ନୂଆ ସ୍କୁଟର ଲଞ୍ଚ ହେବ । ଏହା ପୂର୍ବରୁ BMW CE 04 କୁ କମ୍ପାନୀ ଭାରତୀୟ ବଜାରରେ ଲଞ୍ଚ କରିଥିଲା ।…
Read More...

ମନୋରଞ୍ଜନ ସାଜିଲା ଦୁଃଖର କାରଣ : ଭସାଣିରେ ଘଟିଲା ବଡ ଅଘଟଣ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ୍) : ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଷଙ୍କ ଭସାଣିରେ ଅଘଟଣ । ଅଘୋରୀ ନୃତ୍ୟ କରୁଥିବା କଳାକାର ପେଟ୍ରୋଲ ସଂସ୍ପର୍ଶରେ ଆସି ଗୁରୁତର । ଗୁରୁତର ଅବସ୍ଥାରେ କଳାକାରଙ୍କୁ ଉଦ୍ଧାର କରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…
Read More...

ଚିକିଟି ମଦ ମୃତ୍ୟୁ ମାମଲାର ଭିନ୍ନ ଏକ ମୋଡ : ମେମ୍ଵର ବୋର୍ଡ ଅଫ ରେଭନ୍ୟୁ ତଦନ୍ତ ନିର୍ଦ୍ଦେଶ

ବ୍ୟୁରୋ : ଚିକିଟି ମଦ ମୃତ୍ୟୁ ମାମଲାର ମେମ୍ଵର ବୋର୍ଡ ଅଫ ରେଭନ୍ୟୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ କାହାର ସମ୍ପୃକ୍ତି, ସରକାରୀ ସ୍ତରରେ ଥିବା ଅବହେଳା ଓ ଆଗାମୀ ଦିନରେ ଯେପରି ଏଭଳି ଘଟଣା ନହେବ ସେ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବ । ଖୁବଶୀଘ୍ର ତଦନ୍ତ ରିପୋର୍ଟ…
Read More...

ମାୟାନଗରୀରେ ଯାନବାହନ ଚଳାଚଳ ଠପ୍, ରାତିସାରା ଫସିରହିଲେ ଅଞ୍ଚଳବାସୀ

ବ୍ୟୁରୋ : ପାଣିରେ ବୁଡିଛି ମାୟାନଗରୀ । ପ୍ରବଳ ବର୍ଷାରେ ମୁମ୍ବାଇ ଅବସ୍ଥା ହୋଇଛି ବେହାଲ । ଯାନବାହନ ଚଳାଚଳ ଏକପ୍ରକାର ଠପ୍, ରାତିସାରା ଫସିରହିଲେ ଅଞ୍ଚଳବାସୀ । ଦେଶର ଆର୍ଥିକ ରାଜଧାନୀ ଉପରେ ପ୍ରକୃତିର ରୋଷ । ଅତ୍ୟଧିକ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ମୁମ୍ବାଇର ଲାଇଫଲାଇନ…
Read More...

ଆଦର୍ଶ ବିଦ୍ୟାଳୟ ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟ ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ

ବିଷମ କଟକ(ରବିନ୍ଦ୍ର କୁମାର ସାହୁ): ଆଜି ରାୟଗଡ଼ା ଜିଲ୍ଲା   ବିଷମ କଟକ ବ୍ଲକ ଗସ୍ତରେ ସ୍କୁଲ ଏବଂ ଗୋଷ୍ଠି ଶିକ୍ଷ୍ୟା କମିଶନର ସାଲିନି ପଣ୍ତିତ ଗସ୍ତ କରିଛନ୍ତି । ସେ ପ୍ରଥମେ ଦୂର୍ଗି ସ୍ଥିତ ଆଦର୍ଶ ବିଦ୍ୟାଳୟ ଗସ୍ତ କରି ସେଠାର ହେଇଥିବା ଉନ୍ନତି ମୂଳକ କାର୍ଯ୍ଯ ତଦାରଖ କରିବା ସହ ଛାତ୍ର…
Read More...

ପଞ୍ଚାମୃତରେ ମିଶାଉଛନ୍ତି ନପୁଂସକ ଔଷଧ : ତାମିଲନାଡୁର ଅନ୍ୟ ଏକ ମନ୍ଦିରରେ ବିବାଦ

ବ୍ୟୁରୋ : ତାମିଲନାଡୁର ଅନ୍ୟ ଏକ ମନ୍ଦିରର ପଞ୍ଚାମୃତକୁ ନେଇ ହୋଇଛି ବଡ ବିବାଦ । ପୁରୁଷଙ୍କ ପାଇଁ ପଞ୍ଚାମୃତ ପାଲଟିଛି ବିଷ । ତିରୁପତି ବାଲାଜୀ ମନ୍ଦିର ଲଡୁର ପବିତ୍ରତାକୁ ନେଇ ବିବାଦ ଉପୁଜିଥିବାବେଳେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆଉ ଏକ ମନ୍ଦିରରେ ପଞ୍ଚାମୃତରେ…
Read More...

୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହେବାରୁ ବଞ୍ଚାଇଲା ମାଙ୍କଡ

ବ୍ୟୁରୋ : ଘଟଣାଟି ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ, ୬ ବର୍ଷର ନାବାଳିକାକୁ ବଳାତ୍କାରରୁ ରକ୍ଷା କରିଥିଲେ ମାଙ୍କଡ । କିଛି ଅସାମାଜିକ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ମାଙ୍କଡ ମାନେ ଠିକ ସମୟରେ ପହଞ୍ଚି ନାବାଳିକା ଟିକୁ ରକ୍ଷା କରିଥିଲେ । ଖବର ଅନୁଯାୟୀ, ଘଟଣାଟି…
Read More...

କ୍ଷଣିକ ପୋଖରୀ ଭିତରେ ଛିଡା ହୋଇଛି କାର : ଗାଡ଼ିରୁ ବାହାରିଲେ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜଣେ ବିଶିଷ୍ଟ ନେତା ଶିବରାଜ ସିଂ ଚୌହାନ ନିକଟରେ ଝାଡ଼ଖଣ୍ଡ ଗସ୍ତ ସମୟରେ ବର୍ଷାରେ ଭିଜୁଥିବା କାଦୁଅ ରାସ୍ତାରେ ତାଙ୍କ ଗାଡି ଟି ଫସିଯାଇଥିଲା । ପ୍ରବଳ ବର୍ଷା ମଧ୍ୟରେ ସେ ବାହାରାଗୋରା ଠାରେ ଏକ ଜନସମାବେଶକୁ ଯାଉଥିବାବେଳେ…
Read More...

ଆଗାମୀ ୨୪ ଘଣ୍ଟାରେ ପ୍ରବଳ କାଚିବ : ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଂଟାରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୪ ଘଂଟାରେ ଲଘୁଚାପ ର ରୂପ ନେବ। ପ୍ରଭାବରେ ଆଗାମୀ ୨୬ ତାରିଖ ଯାଏ ପ୍ରବଳ ବର୍ଷା ଜାରି ରହିବ। ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି…
Read More...

କୋଣାର୍କ ସୂର୍ଯ୍ୟମନ୍ଦିରରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ

ବ୍ୟୁରୋ : କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭ ଗୃହରେ ଜିପିଆର ସର୍ଭେ ଓ ଲେଜର ସ୍କାନିଂ ସମ୍ପୂର୍ଣ୍ଣ ହୋଇଛି । ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଛି ସର୍ଭେ । ଆଜି ପୂର୍ବାହ୍ନରେ ଏଏସଆଇ ପୁରୀ ସର୍କଲର ଅଧିକ୍ଷକ ଡି.ବି. ଗଡନାୟକ, ଡେପୁଟି ଇଂଜିନିୟର ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ…
Read More...