Browsing Category

ବିଶେଷ

ପାଣ୍ଡିଆନ ପାଈଁ ଲୋକପ୍ରିୟ ସରକାର ଚାଲିଗଲା : ପ୍ରସନ୍ନ ପାଟ୍ଟଶାଣୀ

ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ ବୟାନ କହିଲେ ମୁଁ ବିଜେଡି ଲୋକ । ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସି ନଥାନ୍ତି । ଅମର ଶତାପଥି ଯାହା କହିଛନ୍ତି କିଛି ତ ଖରାପ କହିନାହାନ୍ତି ।…
Read More...

ମନୋରଞ୍ଜନଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କର ଗଣମାଧ୍ୟମ ପରାମର୍ଶ ଦାୟିତ୍ୱ

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) : ଦୁଇଜଣ ସାମାଜିକ କର୍ମୀଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତାଙ୍କର ପ୍ରତିନିଧି ରୂପେ ନିଯୁକ୍ତି ଦେଇଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଗଣମାଧ୍ୟମ ପରାମର୍ଶ ଏବଂ…
Read More...

ବାଗଲପୁରରେ ପୂଜା ପାଉଛନ୍ତି ପୁରୀ ଗଜପତିଙ୍କ କନକଦୁର୍ଗା : ମା’ କନକ ଦୁର୍ଗା ମହୋତ୍ସବ -୨୦୨୪ ଉଦଯାପିତ

ବାଲିପାଟଣା ( ବିଦ୍ୟାଭୂଷଣ ଭୋଳ ): ବାଗଲପୁର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ସ୍ଥାନୀୟ ମେଳଣ ପଡ଼ିଆରେ ଚଳିତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ମା' କନକଦୁର୍ଗା ମହୋତ୍ସବ -୨୦୨୪ ଗତକାଲି ଉଦଯାପିତ ହୋଇଯାଇଅଛି।…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ଜଣେ ମୃତ ଜଣେ ଆହତ

ରାଜଗାଙ୍ଗପୁର (ଅଟଳ ବିହାରୀ ପଣ୍ଡା): ବିଲରେ ହଳ କରି ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ଦୁର୍ଘଟଣା। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜରେଇକେଲା ଗ୍ରାମରେ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ଜରେଇକେଲା ପଞ୍ଚାୟତ ଚାନ୍ଦିପୋଷ ଅଞ୍ଚଳର ଦିଲର ଲାକ୍ରା ବୟସ ୩୨ ବର୍ଷ ଏବଂ…
Read More...

ଛାତ ଭୁଷୁଡ଼ି ଶ୍ରମିକ ଗୁରୁତର ଘଟଣା ଜଣେ ମୃତ୍ୟୁ ଏବେବି ଭିତରେ ଫସି ରହିଛନ୍ତି ୪ ଶ୍ରମିକ

ଢେଙ୍କାନାଳ : ଛାତ ଭୁଷୁଡ଼ି ଶ୍ରମିକ ଗୁରୁତର । ଭୁଷୁଡ଼ିଲା ନିର୍ମାଣାଧୀନ ୫ମହଲା ବିଶିଷ୍ଟ କୋଠା। ହଠାତ ଛାତ ଭୁଷୁଡ଼ି ତିନୋଟି ପିଲର ଭାଙ୍ଗିବା ଫଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ସ୍ଥଳେ ଦୁଇ ଜଣ ଗୁରୁତର ଅଛନ୍ତି । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମହିଷାପାଟ ଛକ ନିକଟରେ ବଡ ଅଘଟଣ…
Read More...

ଦ୍ୱେତନଗରୀରେ ଦଶହରା ପାଇଁ ଜାରି ହୋଇଛି ଟ୍ରାଫିକ କଟକଣା

କଟକ / ଭୁବନେଶ୍ୱର : ଟ୍ୱିନସିଟିରେ ଦଶହରା ପାଇଁ ଟ୍ରାଫିକ କଟକଣା। ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱର ଟ୍ରାଫିକ କଟକଣା ଲାଗୁ ହେବ। ଏ ସମ୍ପର୍କରେ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି। କଟକରେ ଅପରାହ୍ନ ୪ଟା ରୁ ରାତି ୧ ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିବାବେଳେ…
Read More...

ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତ୍ତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

ବ୍ୟୁରୋ : ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ୱର ମାଝୀଙ୍କ ଦେହାନ୍ତ। ପାଞ୍ଚ ଥର ବିଧାୟକ ରହିସାରିଥିଲେ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ। କେସିଙ୍ଗା ଓ ନର୍ଲାରୁ ପାଞ୍ଚ ଥର ବିଧାୟକ ହୋଇଥିଲେ ଶ୍ରୀ ମାଝୀ। ୮୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଶ୍ରୀ ମାଝୀ। କେସିଙ୍ଗା ସ୍ଥିତ ହସ୍ପିଟାଲରେ…
Read More...

ଦିନରେ ଅଧିକ ସମୟ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ !

ବ୍ୟୁରୋ : ସାଧାରଣତଃ ଦିନରେ ଖାଇସାରିବା ପରେ ସମସ୍ତଙ୍କୁ ନିଦ ଆସିଥାଏ । ଏହା ମଧ୍ୟ ଅତି ସ୍ୱାଭାବିକ କଥା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଆମେ ଅପରାହ୍ନରେ ଖାଦ୍ୟ ଖାଇଥାଉ, ହଜମ ପ୍ରକ୍ରିୟାରେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ। ଏହି କାରଣରୁ, ମସ୍ତିଷ୍କକୁ ବ୍ଲଡ଼ ସପ୍ଲାଏ…
Read More...

ଘରୋଇ କଳିର ଉଗ୍ର ରୂପ : କିରୋସିନି ଢାଳି ନିଜେ ହୋଇଗଲେ ଜୀବନ୍ତ ଦଗ୍ଧ

ଭଞ୍ଜନଗର : ଯୁବତୀଙ୍କୁ ଆତ୍ମାହୁତି ଉଦ୍ୟମ ଘଟଣା। ଜୀବନ୍ତ ନିଜକୁ ନିଆଁ ରେ ଦଗ୍ଧ କରିଛନ୍ତି ଯୁବତୀ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ୨୧ ବର୍ଷୀୟ ରାଣୀ ପ୍ରଧାନ । ଘରୋଇ କଳିକୁ କେନ୍ଦ୍ର କରି ଯୁବତୀ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ…
Read More...

Viral Video : ସିଂଘମ ଏଗେନ ପୋଷ୍ଟର ଦେଖି ଦୀପିକାଙ୍କ ନଜର ଉତ୍ତାରିଲେ ରଣବୀର

ବ୍ୟୁରୋ : ଦୀପିକାଙ୍କ ନଜର ଉତ୍ତାରିଲେ ରଣବୀର ସିଂ। ସିଂଘମ ଏଗେନ ଟ୍ରେଲର ଲଞ୍ଚ ସମୟରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା । ସିଂଘମ ଏଗେନ ଟ୍ରେଲର ଲଞ୍ଚରେ ନୂଆ କରି ମାତୃତ୍ଵ ଲାଭ କରିଥିବା ଦୀପିକା ଉପସ୍ଥିତ ନଥିଲେ । ଏହି ଫିଲ୍ମ ର ମୁଖ୍ୟ ଚରିତ୍ର ଲେଡି ସିଂଘମ ଅର୍ଥାତ ଶକ୍ତି…
Read More...