Browsing Category

ସ୍ୱାସ୍ଥ୍ୟ

ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

ଏଣିକି ଆଉ ଭିଡ଼ରେ ଫସିବନି କି ବାଟରେ ଅଟକିବନି ଏମ୍‌ସ ଯାଉଥିବା ଆମ୍ବୁଲାନ୍ସ । ରୋଗୀଙ୍କୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚାଇବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି ମାଷ୍ଟରପ୍ଲାନ୍ । ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ତିଆରି ହେବ । ସର୍ଭିସ୍ ରୋଡକୁ…
Read More...

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

ଭିନ୍ନକ୍ଷମ ପିଲାଙ୍କୁ ଅଧିକାରୀ ଖୋଜିବେ । ୦-୬ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ । ସର୍ଭେକୁ ୩୧ ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ । ସର୍ଭେରେ ସହଯୋଗ କରିବେ ଅଙ୍ଗନବାଡି କର୍ମୀ । ପିତାମାତା ଏବଂ…
Read More...

ଶୋଇବା ପୂର୍ବରୁ ପିଅନ୍ତି ପୋଦିନା ଚା’, ମିଳିବ ଅନେକ ଫାଇଦା..

ଭୁବନେଶ୍ଵର: ଯଦି ଆପଣ ଶୋଇବା ପରେ ଘଣ୍ଟା ଘଣ୍ଟା ଧରି ନିଦ ନ ଆସିବାରେ କଷ୍ଟ ଅନୁଭବ କରନ୍ତି, ତେବେ ଶୋଇବା ପୂର୍ବରୁ ପୁଦିନା ଚା ପିଅନ୍ତୁ। ପୁଦିନାରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ମନୋଭାବକୁ ଉନ୍ନତ କରିଥାଏ ଏବଂ ଚାପରୁ ମୁକ୍ତି ଦେଇଥାଏ। ଶୋଇବା ପୂର୍ବରୁ ପୁଦିନା ଚା ପିଇବା ଦ୍ୱାରା…
Read More...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଭୁବନେଶ୍ଵର: ମୁଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ଆମେ ଗଜାମୁଗ ଖାଇଥାଉ ସେତେବେଳେ ଏହାର ସ୍ୱାସ୍ଥ୍ୟ ଉପକାରିତା ଅନେକ ଗୁଣ ବଢ଼ି ଯାଇଥାଏ । ପୋଷକ ତତ୍ତ୍ୱ ଭରପୂର ଗଜାମୁଗ ଅନେକ ଉତ୍ତମ ସ୍ୱାସ୍ଥ୍ୟ ଉପକାରିତା ପ୍ରଦାନ କରେ । ତେବେ…
Read More...

ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ନମ୍ବର ଗଞ୍ଜାମ

ଆଜି ବିଶ୍ୱ ଏଡସ୍‌ ଦିବସ । ଚିନ୍ତା ବଢ଼ାଉଛନ୍ତି ୩ ଜିଲ୍ଲା । ରାଜ୍ୟରେ ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ ଗଞ୍ଜାମ ଜିଲ୍ଲା । ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକ ଏଡସ୍‌ ଭଳି ମାରାତ୍ମକ ରୋଗ ଦ୍ୱାରା କବଳିତ । ଚଳିତବର୍ଷ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୩୬୨ ଜଣ ସଂକ୍ରମିତ । ସଂକ୍ରମିତଙ୍କ…
Read More...

HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଏଡସ୍ ଦିବସ

ପ୍ରତିବର୍ଷ ଡିସେମ୍ବର 1 ତାରିଖରେ HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଭାଇରସ ସହିତ ବଞ୍ଚୁଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏହି ଦିନ ଏହି ରୋଗରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ମନେ ପକାଇବାର ସୁଯୋଗ ମଧ୍ୟ ଦିଏ। ବିଶ୍ୱ ଏଡସ୍ ଦିବସ…
Read More...

ବଜାରରେ ମିଳୁଛି ନକଲି ଅଣ୍ଡା, କେମିତି ଜାଣିବେ କେଉଁଟା ଅସଲି କେଉଁଟା ନକଲି

ଭୁବନେଶ୍ଵର: ଶୀତଦିନ ଆସିବା ସହିତ ଦେଶରେ ଅଣ୍ଡାର ଚାହିଦା ବଢିବାର ଲାଗିଛି । ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଓମେଗା -୩ ଭରପୂର ଅଟେ । ଶୀତଦିନେ ଏହାର ବ୍ୟବହାର ବୃଦ୍ଧି ପାଇଥାଏ। କିନ୍ତୁ ନକଲି ଅଣ୍ଡା ମଧ୍ୟ ଦେଶରେ ବିକ୍ରି ହୁଏ। ତେଣୁ ଯଦି ଆପଣ ଶୀତଦିନେ ଅଣ୍ଡା ଖାଆନ୍ତି, ତେବେ…
Read More...

ଉପକାରୀ କଳା ହଳଦୀ, ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ…
Read More...

ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍‌ପି ୧୬.୩ ଡିସି ୪’ ଟିକା

ଭୁବନେଶ୍ଵର: ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍‌ପି ୧୬.୩ ଡିସି ୪' ଟିକା । ଆଇଏଲଏସ ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା । ୧୦ରୁ ୧୨ ବର୍ଷ ମଧ୍ୟରେ ଉଦ୍ଭାବନ ହୋଇଛି ଏହି ଟିକା । ଏହି ଭ୍ୟାକ୍‌ସିନ୍ ମୂଷାଙ୍କଠାରେ ସଫଳତାର ସହ କାର୍ଯ୍ୟ କରିଛି । ଆଗକୁ ଯକ୍ଷ୍ମା ପ୍ରତିରୋଧକ…
Read More...

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ଦେଖି ସରକାରଙ୍କ ନୂଆ ନିୟମ

ଦିଲ୍ଲୀରେ ଅଣାୟତ୍ତ ହେବାରେ ଲାଗିଛି ପ୍ରଦୂଷଣ । ଧିରେଧିରେ ବଢିବାରେ ଲାଗିଛି ପ୍ରଦୂଷଣର ମାତ୍ରା । କହିବାକୁ ଗଲେ ଦିଲ୍ଲୀର ପବନ ପୁରାପୁରି ବିଷାକ୍ତ ହୋଇଯାଇଛି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏକ ନିଦେ୍ର୍ଦଶନାମା ଜାରି କରିଛନ୍ତି ସରକାର । ଦଲ୍ଲୀରେ ଯେତେ ବି ଘରୋଇ କାର୍ଯ୍ୟାଳୟ…
Read More...