ହ୍ୟାଙ୍ଗଓଭର କିପରି କମାଇବେ

ରାତିରେ ଅଧିକ ମଦ୍ୟପାନ ପରେ ସକାଳେ ଉଠିବା ସମୟରେ ହ୍ୟାଙ୍ଗଓଭର ହୋଇଥାଏ । ମୁଣ୍ଡବିନ୍ଧା , ବାନ୍ତି ଭାବ , ଦୁର୍ବଳତାକୁ ହ୍ୟାଙ୍ଗଓଭର କୁହାଯାଏ । ଏହି ସମୟରେ କଣ ଖାଇବା ଉଚିତ ଯାହା ଦ୍ୱାରା ହ୍ୟାଙ୍ଗଓଭର ଶୀଘ୍ର ଉତୁରି ଯିବ ?

ବିଶେଷଜ୍ଞଙ୍କ ମତରେ ହ୍ୟାଙ୍ଗଓଭର ସମୟରେ ପର୍ଯାପ୍ତ ପରିମାଣରେ ପାଣି ସହିତ ଇଲେକ୍ଟ୍ରୋଲାଇଟ ଥିବା ପାନୀୟ ପିଇବା ଉଚିତ । କେତେକ କ୍ଷେତ୍ରରେ ସହାୟକ ଖାଦ୍ୟ ମଧ୍ୟରେ କଦଳୀ, ଟୋଷ୍ଟ, ଓଟ୍ସ, ଭାତ କିମ୍ବା ହାଲୁକା ଖାଦ୍ୟ ଖାଇପାରନ୍ତି । ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଏଡାଇବା ଭଲ । ଯଦି ଭୋକ ନଲାଗେ ତେବେ ଖାଇବା ନ ଖାଇଲେ ଭଲ । ହ୍ୟାଙ୍ଗଓଭର ଦୂର କରିବା ପାଇଁ ପୁଣି ମଦ୍ୟପାନ କର ନ୍ତୁନାହି । ଯଦି ଲଗାତାର ବାନ୍ତି, ଶ୍ୱାସକଷ୍ଟ କିମ୍ବା ଅସାମାନ୍ୟ ଲାଗେ ତେବେ ତୂରନ୍ତ ଡାକ୍ତର ପରାମର୍ଶ ନେବା ଜରୁରୀ ।ହ୍ୟାଙ୍ଗଓଭର ପରେ ସକାଳେ ଉଠି ପ୍ରଥମେ ପାଣି ପିଅନ୍ତୁ, ହାଲୁକା ଖାଦ୍ୟ ଖାଆନ୍ତୁ ଏବଂ ଶରୀରକୁ ପର୍ୟ୍ୟାପ୍ତ ବିଶ୍ରାମ ଦିଅନ୍ତୁ। ସୁସ୍ଥ ରହିବା