Browsing Category
କୃଷି
ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ
ଲାଞ୍ଜିଗଡ : ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ । ଚାଷ ଜମିରେ ପଶି ଫସଲ ନଷ୍ଟ କରିଦେଲେ ହାତୀ ପଲ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ କମଲେଇ ଗାଁରେ, ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ନିକଟସ୍ଥ ଫୁଲବାଣୀ ଜଙ୍ଗଲରେ ୧୫ ଟିକିଆ ହାତୀପଲ ରହିଥିବା…
Read More...
Read More...
ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ପାଇଁ ଏସଓପି
ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ପାଇଁ କ୍ୟାଡର ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ଜାରି ହେଲା ଏସଓପି । ନିଯୁକ୍ତି, ବଦଳି, ପଦୋନ୍ନତି ଏବଂ ଶୃଙ୍ଖଳାଗତ କାର୍ୟ୍ୟରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ରହିବ । କ୍ୟାଡର ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ଜିଲ୍ଲପାଳ କ୍ୟାଡର କମିଟିର…
Read More...
Read More...
ବାତ୍ୟାର ନାମ ମୋନ୍ଥା
ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ, ନାଁ ରଖାଯିବ 'ମୋନ୍ଥା' । ଆସନ୍ତା ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ପରେ, ଏହାର ନାଁ ମୋନ୍ଥା ରଖାଯିବ ବୋଲି ସ୍ଥିର ହୋଇଛି । ମୋନ୍ଥା ହେଉଛି ଥାଇଲ୍ୟାଣ୍ଡର ଥାଇ ଭାଷା । ଯାହାର ଅର୍ଥ ହେଉଛି, ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
Read More...
Read More...
ଲେଖନପୁର ଗ୍ରାମରୁ ପୁଣି ବାଣ ଜବତ କଲା ବାଘମାରି ପୋଲିସ୍…
ବେଗୁନିଆ ବ୍ଲକ ବାଘମାରି ଥାନା ଲେଖନପୁର ଗ୍ରାମରୁ ପୁଣି ବାଣ ଜବତ କଲା ବାଘମାରି ପୋଲିସ୍। ପୂର୍ବରୁ ସେହି ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ଜବତ କରିଥିଲା ବାଘମାରି ପୋଲିସ୍। ଆଜି ପୁଣି ଲେଖନପୁର ଗ୍ରାମରେ ବାଣ ପ୍ରସ୍ତୁତ ହେଉଥିବା ବେଳେ ସନ୍ଧ୍ୟାରେ ବାଘମାରି ପୋଲିସ ଚଢ଼ାଉ କରି…
Read More...
Read More...
ମିଳବନି ମାଗଣା ଚାଉଳ
ଆଜି ସେପ୍ଟେମ୍ବର ୩୦ ତାରିଖ । ଅର୍ଥାତ୍ E-KYCର କରିବାର ଶେଷ ତାରିଖ । ଆଜି ଭିତରେ E-KYC ନକରିଲେ, ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ଏପଟେ ଆଉ ଡେଡଲାଇନ୍ ଅବଧି…
Read More...
Read More...
ଆସନ୍ତା ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ
ଭୁବନେଶ୍ୱର:- ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…
Read More...
Read More...
ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା
ରିପୋଟର୍ସ ଟୁଡେ ବ୍ୟୁରୋ;- ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା…
Read More...
Read More...
ନକଲି ସାର ବିକିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ନକଲି ସାରକୁ ନେଇ ସରକାର ତତ୍ପର । ଏଣିକି ଚାଷୀଙ୍କୁ ନକଲି ସାର ବିକିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ସେ କହିଛନ୍ତି , କୌଣସି ସ୍ଥାନରେ ନକଲି ସାର ନେଇ ଯଦି ଅଭିଯୋଗ ଆସେ…
Read More...
Read More...
ନୂଆଦିଲ୍ଲୀ ଠାରେ ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି
ଭୁବନେଶ୍ୱର-: ଚଳିତ ଜୁଲାଇ ମାସ ୯ ତାରିଖରେ ନୂଆଦିଲ୍ଲୀ ଠାରେ ଏଗ୍ରିକଲଚର ଟୁଡେ ଗ୍ରୁପ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୧୬ ତମ ଏଗ୍ରିକଲଚର ଲିଡ଼ରସିପ କନକ୍ଲେଭ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାରକୁ…
Read More...
Read More...
ମିଲ ଅଭାବ ଥିବାରୁ ଧାନ procurment କରିବାରେ ଅସୁବିଧା ହେଉଛି ;କୃଷ୍ଣଚନ୍ଦ୍ର ପାତ୍ର, ଖାଉଟି ଓ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର;ରାଜ୍ୟରେ ଏବେ ଅଧିକ ଧାନ ହେଉଛି। ଯେତିକି ରାଇସ ମିଲ ଅଛି ତା ଠୁ ଆହୁରି ଅଧିକ ରାଇସ ମିଲ ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଖାଉଟି ଓ ଯୋଗାଣ ମନ୍ତ୍ରୀ କୃଚନ୍ଦ୍ର ପାତ୍ର। ଛତିଶଗଡ଼ ରେ ୨୬ ଶହ ରାଇସ ମିଲ ଅଛି ଆମ ରାଜ୍ୟରେ ୧୪ ଶହ ମିଲ ଅଛି। ଅନେକ ଛୋଟ ମିଲ ରହିଛି। ଏଣୁ ରାଇସ…
Read More...
Read More...