(ସଜୁକ୍ତା ବେହେରା): ୭୬ ବର୍ଷରେ ବିଗ ବି ଅମିତାଭ । ଷତାଦ୍ଦୀର ମାହନାୟକ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ୭୬ ତମ ଦନ୍ମଦିନ । ହିନ୍ଦୀ ସିନେମା ଜଗତର ସେ ବିଗ ବି ନାମରେ ପ୍ରସିଦ୍ଧ । ଶଥାଦ୍ଦୀର ମହାନାୟର ବିଗ ବି ଅମିତାଭଙ୍କ ବିଷୟରେ ଯେତେ କହିଲେ ବି କମହେବ । ଯାହାଙ୍କୁ ହିନ୍ଦୀ ସିନେମା ଜଗତର ସବୁଠୁ ଷ୍ଟ୍ରଙ୍ଗ ଓ ପ୍ରଭାବଶାଳୀ ଅଭିନେତା ଭାବେ ବିବେଚନା କରାଯାଏ । ବଲିଉଡର ଏହି ସେହେନ୍ସା ୭୬ ବର୍ଷରେ ପାଦ ରଖିଛନ୍ତି । ଆଜି ଦିନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସଫଳତାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ ବହୁତ କମ୍ ଲୋକ ବୋଧେ ଜାଣିଥିବେ । ଶତାଦ୍ଦୀର ମହାନାୟକ ଅଣିତାଭ ବଚ୍ଚନଙ୍କ ପ୍ରଥମ ସ୍କ୍ରିନ ର ନାଁ ହେଲା ସାତ ହିନ୍ଦୁସ୍ତାନୀ ସିନ । ୧୯୬୯ ମସିହାରେ ରିଲିଜ ହୋଇଥିଲା ତାଙ୍କର ଏହି ଚଳଚ୍ଚିତ୍ର ।