କୋରକୁଣ୍ଡା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୋମବାର କୋରକୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଶିବିରରେ ମୋଟ ୪୨ଗୋଟି ଅଭିଯୋଗର…
Read More...

ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବେ ନିଯୁକ୍ତି ପତ୍ର । ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୩୪, ଅର୍ଥ ବିଭାଗର ୬୧, ଜଳସମ୍ପଦ ବିଭାଗର ୪୧୩, ଆଇନ ବିଭାଗର ୩୭, ମତ୍ସ୍ୟ ଓ…
Read More...

ତିନି ଘଣ୍ଟା ଧରି ମୋବାଇଲ୍ ଲାଇଟ୍‌ରେ ରୋଗୀ ଦେଖିଲେ ଡାକ୍ତର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରୁ ବଡ଼ ମେଡିକାଲ୍‌ରେ ବିଦ୍ୟୁତ୍ ବିଭ୍ରାଟ । ମୋବାଇଲ୍ ଆଉ ଟର୍ଚ୍ଚ ଲାଇଟ୍‌ରେ ହେଲା ରୋଗୀ ଚିକିତ୍ସା । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ତିନି ଘଣ୍ଟା ଧରି ହେଲା ରୋଗୀ ଚିକିତ୍ସା । ଏମ୍‌କେସିଜି ମେଡିକାଲର ସୁପର୍ ସ୍ପେସିଆଲିଷ୍ଟ କୋଠାରେ ନଥିଲା ବିଦ୍ୟୁତ୍ । ରାତିର…
Read More...

ହିନ୍ଦୋଳ ବ୍ଲକ ରେ ପ୍ରଥମକରି ଏକ ମଲ୍ଟି ସିନେମା ହଲ ସ୍ଥାପନ ହେବ

ହିନ୍ଦୋଳ ବ୍ଲକ ସାତମାଇଲ ସ୍ଥିତ 'ଓ ଡି ନାଇଁଟିନ' ପରିସରରେ ଜେପି ସିନେମାହଲର ଭୂମୀପୂଜନ ଉତ୍ସବରେ ଯୋଗଦେଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁଶାନ୍ ମାହାନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦମନର ପ୍ରଜୋଜକ ଦିପେନ୍ଦ୍ର ସାମଲ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି…
Read More...

ଗଣିଆ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଗଣିଆ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ସଦଭାବନା କକ୍ଷରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା ଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଆରମ୍ଭକରାଯାଇଥିବା ବେଳେ ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରିତିବାଳା ରଣା, କନ୍ଧମାଳ ସାଂସଦ…
Read More...

ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି

ଭୁବନେଶ୍ୱର:- ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି । ସେହିପରି, ୨୨…
Read More...

ଆସନ୍ତା ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ

ଭୁବନେଶ୍ୱର:- ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ…
Read More...

ପାରାଦୀପ ପିପିଏଲ୍ ରୋଡ୍ ରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ମିଳିଲା ଶରୀର

ପାରାଦୀପ:- ରାସ୍ତା କଡରେ ଝୁଲୁଛି ମୃତଦେହ । ପାରାଦୀପ ପିପିଏଲ୍ ରୋଡ୍ ରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତ ଦେହ । ମୃତକ ଜଣଙ୍କ ହେଲେ ପାରାଦୀପ ପୌରାଞ୍ଚଳ ୫ନଂ ଓ୍ବାର୍ଡ ସନ୍ତୋଷୀ ପଡାର ନବୀନ ହାଲଦାର୍ ବୋଲି ଜଣାପଡିଛି । ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ଆଜି ସକାଳୁ…
Read More...

ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର:- ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବାର ଆଶଙ୍କା ଦେଖାଯାଉଛି। ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିର୍ମାଣ କାମ ଠିକ୍‌ ଠାକ୍‌ ଚାଲିଲେ ସମୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା…
Read More...

ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି…

ଭୁବନେଶ୍ୱର:- ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି…
Read More...