ବଲିଉଡ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର କରିବେ ‘ବୋଉ ବୁଟୁ ଭୂତ’ ଫିଲ୍ମର ରିମେକ୍

ଭୁବନେଶ୍ୱର:- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଖୁସି ଖବର । ବାବୁସାନ ମହାନ୍ତିଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ' ବକ୍ସ ଅଫିସରେ ଧମାଲ୍ କରିବା ସହ ବେଶ ଲୋକପ୍ରିୟତା ସାଉଁଟିଥିଲା । ଫିଲ୍ମ କେବଳ ଦର୍ଶକଙ୍କ ମନ ଜିତିନତିଲା ବରଂ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ କୋଟି କୋଟି ଟଙ୍କା ଆୟ କରିବାରେ…
Read More...

ରୋଜଗାର ଆଶାରେ ଓଡ଼ିଶାରେ ବାହାରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ମୃତ୍ୟୁସଂଖ୍ୟାର ରିପୋର୍ଟ ଏବେ…

ଦାଦନ ନେଉଛି ଜୀବନ। ୫ବର୍ଷରେ ୨୮୯ଜଣ ପ୍ରବାସୀଙ୍କ ଗଲାଣି ଜୀବନ। ରୋଜଗାର ଆଶାରେ ଓଡ଼ିଶାରେ ବାହାରକୁ ଯାଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସହ ସେମାନଙ୍କ ମୃତ୍ୟୁସଂଖ୍ୟାର ରିପୋର୍ଟ ଏବେ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ରାଜ୍ୟକୁ କାମ କରିବା ପାଇଁ ଯିବା ପରେ ସେଠାରେ ବିଭିନ୍ନ ଦୁର୍ଘଟଣାର ଶିକାର…
Read More...

ଖଣି ବିଭାଗର ଆଖିରେ ଧୂଳିଛାଟି ପ୍ରତ୍ୟହ ରାତିରେ ଋଷିକୁଲ୍ୟା ନଦୀରୁ ଚୋରାଚାଲାଣ ହେଉଛି ବାଲି

ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟାରରେ ବାଲି ଚରାଚାଲଣ ହେଉଥିବା ନଜର ରହିଛି । ଗତ କିଛି ଦିନ ଧରି ମଞ୍ଜୁରୀ ପ୍ରାପ୍ତ ବାଲି ସୈରତ ଗୁଡ଼ିକରେ ବାଲି ଖନନ ଓ ପରିବହନ ବନ୍ଦ ରହିଛି । ଏହାର ଭରପୁର ସୁଯୋଗ ଉଠାଇ ରାଜସ୍ୱ ଲୁଟି ଚାଲିଛନ୍ତି…
Read More...

ମାରାଥନ ମଧ୍ୟରେ ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ

ଜିଲ୍ଲା କ୍ରୀଡ଼ା ଓ ଯୁବା ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଆଜି ଗଜପତି ଷ୍ଟାଡିୟମ୍ ଠାରୁ  ବି.ଏନ.ପେଲେସ , ମେଡ଼ିକାଲ ଛକ ଓ ଗଜପତି ଷ୍ଟାଡିୟମ୍ ପର୍ଯ୍ୟନ୍ତ ମାରାଥନ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ…
Read More...

ନିଶା ମୁକ୍ତ ଭାରତ ଗଠନ ପାଇଁ ଗଣ ଦୌଡ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସେବାପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ ପାଇଁ ଏକ ମାରାଥନ ବା ଗଣ ଦୌଡ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ…
Read More...

ବିକଶିତ ଭାରତ -୨୦୪୭ ବିଷୟକୁ ଆଧାର କରି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଏକଦିବସୀୟ କର୍ମଶାଳା ଆୟୋଜନ

ସୁବର୍ଣ୍ଣପୁର:- ସେବାପର୍ବ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନରେ ତା.୨୦.୦୯.୨୫ ରିଖରେ ବିକଶିତ ଭାରତ -୨୦୪୭ ବିଷୟକୁ ଆଧାର କରି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଏକଦିବସୀୟ କର୍ମଶାଳା ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…
Read More...

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

ଭୁବନେଶ୍ୱର:- ରାଜଧାନୀରୁ ନିଖୋଜ ଟ୍ରାଫିକ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ । ମହିଳା କନେଷ୍ଟବଳଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି…
Read More...

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ…
Read More...

କୁମାର ଗୁଡା ଗାଁରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

କଳାହାଣ୍ଡି:- ପଶ୍ଚିମ ଓଡ଼ିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଧୁମ୍ ଧାମରେ ପାଳନ କରୁଥିବା ବେଳେ ନୂଆଁଖାଇର କିଛି ଦିନ ପରେ ଆରମ୍ଭ ହୋଇଯାଏ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ସାନରୁ ବଡ ସମସ୍ତେ ସାମିଲ ହୋଇ ନିଜ ମାଟିର ପରମ୍ପରା ଓ ସଂସ୍କୃତିକୁ ନେଇ ଖୁସି ମନାନ୍ତି । ଏହି ଅବସରରେ ରବିବାର…
Read More...

ମଞ୍ଚେଶ୍ୱର୍ ଫୁଟବଲ୍ ପଡ଼ିଆରୁ ମିଳିଥିବା ଅଚିହ୍ନା ଶବର ମିଳି ପାରିଲାନି ପରିଚୟ ସତ୍କାର କଲା ପୋଲିସ

ଭୁବନେଶ୍ୱର :- ମିଳି ପାରିଲାନି ମଞ୍ଚେଶ୍ୱର୍ ଫୁଟବଲ୍ ପଡ଼ିଆରୁ ମିଳିଥିବା ଅଚିହ୍ନା ଶବର ପରିଚୟ। ସାତଦିନ ପରେ ହେଲା ଶବ ସତ୍କାର। ମଞ୍ଚେଶ୍ୱର ଥାନା ପୋଲିସ କଲା ଅଚିହ୍ନା ମୃତଶରୀରର ସତ୍କାର। ମୃତକଙ୍କ ପରିଚୟ ଜାଣିବା ପାଇଁ ଘଣ୍ଟା, ଡ୍ରେସ୍, ଜୋତା ସହ ଶବ ପାଖରୁ ମିଳିଥିବା ଜିନିଷକୁ…
Read More...