ଗତ ବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି

କେନ୍ଦ୍ରାପଡା:- ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଥିବାବେଳେ, ଚଳିତବର୍ଷ ଏଥିରେ ବୃଦ୍ଧି ପାଇ ୧ଲକ୍ଷ ୩୦ ହଜାର…
Read More...

ଦୀର୍ଘ ଆଠ ବର୍ଷ ଧରି ପଡିରହିଥିବା ପ୍ରକଳ୍ପର ବିବାଦ ସମାଧାନ କଲେ ବିଡ଼ିଓ

ବିଷମକଟକ:- ଆଠ ବର୍ଷ ରେ ଦୁଇ ଦୁଇଟି ବିଡିଓ ଙ୍କ ଅମଳ ରେ ଯାହା ସମ୍ଭବ ହୋଇ ପାରି ନଥିଲା ସେହି କାର୍ଯ୍ୟ କୁ ବାସ୍ତବତା ର ରୂପ ଦେବା ରେ ସକ୍ଷମ ହୋଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ ଏବଂ ତାଙ୍କ ବୈଷୟିକ ଦଳ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ…
Read More...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ ରଣାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତ ଅନ୍ତର୍ଗତ କଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ରାଷ୍ଟ୍ରପତି ପୁରସ୍କାର ଗତ ୫ ତାରିଖ ଗୁରୁ ଦିବସ ରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
Read More...

ଏମଭି ୭୯ ସାବରୀ ମିନି ଷ୍ଟାଡିୟମରେ ଜୋନ୍ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ କ୍ରୀଡ଼ା ପ୍ରତିୟୋଗିତା

ସ୍ଥାନୀୟ ଏମଭି ୭୯ ସାବରୀ ମିନି ଷ୍ଟାଡିୟମରେ ଏମଭି ୭୯ ଜୋନ୍ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ କ୍ରୀଡ଼ା ପ୍ରତିୟୋଗିତା ଅନୁଷ୍ଠିତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀୟ ଉତ୍ସବ ଭବ୍ୟ ଭାବେ ପରିଚାଳିତ ହୋଇଛି। ଏହି ପ୍ରତିୟୋଗିତା ଦୁଇ ଦିନ ବ୍ୟାପୀ ଚାଲିବ ବୋଲି ସୂଚନା ମିଳିଛି।…
Read More...

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

ନୂଆଦିଲ୍ଲୀ:- ଏସିଆ କପ୍‌ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଗତଥରର ଚମ୍ପିଆନ୍‌ ଭାରତ ।  ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ…
Read More...

ପଙ୍ଗାତିରା ଗାଁରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ପଙ୍ଗାତିରା ମେଡ଼ିକାଲ ଠାରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।ଏଠାରେ ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ଅଂଚଳରୁ ଶତାଧିକ ତୋଳାଳି ଓ ବନ୍ଧେଇ ଶ୍ରମିକ…
Read More...

ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା…

ଭୁବନେଶ୍ୱର:- ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଖେଳପଡ଼ିଆରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ମିଳି ପାରୁନି । ଯୁବକଙ୍କ ପରିଚୟ ପାଇଁ ଲୋକଙ୍କ ସହାୟତା ଲୋଡ଼ିଲା କମିଶନରେଟ୍ ପୋଲିସ । ମୃତକଙ୍କ ବିବରଣୀ ଦେଇ ଏକ୍ସ ହାଣ୍ଡଲ୍ ରେ ପୋଷ୍ଟ କଲେ ଡିସିପି । ମୃତଦେହ ଫୋଟ ସହ ପିନ୍ଧିଥିବା ଘଣ୍ଟା…
Read More...

ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ

ବ୍ୟୁରୋ:- ବଲିଉଡ ଅଭିନେତା ତଥା ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଜି ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଥିଲେ ହେଁ ଆଜି ବି ସେ ନିଜ ଯୌବନ ବଜାୟ ରଖିଛନ୍ତି । ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଏହି ଅଭିନେତା ବର୍ତ୍ତମାନ ବି ନିଜର ଜଲୱା ଦେଖାଇ ଲୋକଙ୍କ ମନରେ ରାଜ କରୁଛନ୍ତି ।…
Read More...

ବିଳମ୍ବିତ ରାତିରେ ମୋବାଇଲ ଦୋକାନ ତାଲା ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କାର ମୋବାଇଲ ଚୋରି କରିନେଲେ

ରାୟଗଡା :- ରାୟଗଡା ଜିଲ୍ଲା ବିଷମକଟକ  ସଦର ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ନେତାଜୀ କ୍ଲବ ପାଖରେରେ ଥିବା ଏକ ମୋବାଇଲ ଦୋକାନ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ କଳାକନା ବୁଲେଇ ଦେଇଛନ୍ତି । ଦୋକାନ ଭିତରେ ରଖା ଯାଇଥିବା ଲକ୍ଷ୍ୟାଧିକ ଟଙ୍କାର ଦାମୀ ମୋବାଇଲ ଚୋରି କରି ନେଇଯାଇଛନ୍ତି…
Read More...

ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି

ଭୁବନେଶ୍ୱର:- ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଶ୍ରୀମତୀ ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ…
Read More...