୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

ଆସନ୍ତା ଏପ୍ରିଲ୍ ୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି।

(ଭୁବନେଶ୍ୱର) : ଆସନ୍ତା ଏପ୍ରିଲ୍ ୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ସମସ୍ତେ ବୁଲିବାକୁ ଯିବେ ।

ସୂଚନାନୁଯାୟୀ, ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ୧୫ ତାରିଖ ସକାଳ ୭ଟାରେ ବିଧାନସଭାରେ ପହଞ୍ଚିବେ। ସକାଳ ଭୋଜନ କରିବା ପରେ ସମସ୍ତେ ଆଇଏନଏସ୍ ଯିବେ ଓ କାଳିଜାଇ ବୁଲିବେ। ଏହାପରେ ସନ୍ଧ୍ୟା ୬ ଟାରେ ଫେରିବେ । ଏନେଇ ବିଧାନସଭାରେ ବାଚସ୍ପତି ଘୋଷଣା କରିଛନ୍ତି।