କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଅନ୍ତର୍ଗତ ଆଶାଦେବୀ ଉଚ୍ଚ ବିଦ୍ୟାଳୟ ର ଦୁଇ ଛାତ୍ର ରାଜ୍ୟ ସୁରଭି କାର୍ଯ୍ୟକ୍ରମ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି। ଯାହାକୁ ନେଇ ସରକାର ଙ୍କ ର ଏହି କାର୍ଯ୍ୟକ୍ରମ ରେ କୁନି କୁନି ପିଲା ମାନେ ନିଜର ଦକ୍ଷତା ମାଧ୍ୟମ ରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ର ସଦୂପ ଯୋଗ କୁ ନେଇ ନବମ ଶ୍ରେଣୀ ର ଦୁଇ ଛାତ୍ର ମାନସ ରଞ୍ଜନ ଗିରି,ଓ ଶଶିକାନ୍ତ ଜେନା ଶ୍ରେଷ୍ଠ ତ୍ଵ ପ୍ରତିପାଦନ କରିଛନ୍ତି। ସେମାନେ ଜଳ ସରକ୍ଷଣ ବିଷୟରେ ପ୍ରୋଜେକ୍ଟ କରି ରାଜ୍ୟ ସରକାରଙ୍କ ର ନଭେମ୍ବର ୧୨ ଓ ୧୪ ତାରିଖ ପର୍ଯ୍ୟନ୍ତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଥିଲା।