ଗଞ୍ଜାମ/ ରଜନୀକାନ୍ତ ପାତ୍ର: ହିଂଜିଲିକାଟୁ ଥାନା ଅଧିନ ବାବାଜୀ ପୋଖରୀରେ ଜଣେ ଯୁବକଙ୍କ ମୃତ୍ୟୁ। ୩୨ ବର୍ଷିୟ ଯୁବକ ଜଣଙ୍କ ଚିନ୍ତାମଣି ପଣ୍ଡା ବୋଲି ଜଣାପଡିଛି। ଚିନ୍ତାମଣି ପୋଖରୀ କୁ ଗାଧେଇବାକୁ ଯାଇଥିଲେ । କିନ୍ତୁ ବିଳମ୍ବ ହୋଇଥିବା ଯୋଗୁଁ ଗ୍ରାମବାସୀ ପୋଖରୀରେ ଖୋଜା ଖୋଜି କରି ବି ଚିନ୍ତାମଣିଙ୍କୁ ପାଇ ନଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ପହଁଞ୍ଚି ମୃତ ଅବସ୍ଥା ରେ ଚିନ୍ତାମଣି ଙ୍କୁ ପାଇଥିଲେ।