କଟକ -ଚାନ୍ଦବାଲି ରାସ୍ତାର ଆଳି ନିଆଳ ହାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

କଟକ -ଚାନ୍ଦବାଲି ରାସ୍ତାର ଆଳି ନିଆଳ ହାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଆଇ ଟେନ କାର ଓ ବୋଲେରୋ ମଧ୍ୟରେ ଧକ୍କା ହେବା ପରେ ବୋଲେରୋ ଅଟୋକୁ ଧକ୍କାଦେଲା। ଯାହାଫଳରେ ଅଟୋ ଟି ରାସ୍ତାରେ ଓଲଟି ପଡିଥିଲା କେନ୍ଦ୍ରାପଡ଼ା ବାରୁଅରୁ ଆରଡି କୁ ଯାଉଥିବା  ଅଟୋକୁ ବୋଲେରୋ ପଛପଟରୁ ପିଟିଦେବା ଯୋଗୁଁ ଅଟୋଟି ରାସ୍ତାରେ ପଲଟି ଯାଇଥିଲା। ଯାହାଫଳରେ ଅଟୋ ରେ ଥିବା ଗୋଟିଏ ପରିବାରର 10 ଜଣ ଲୋକଙ୍କୁ ବିଦ୍ୟୁତ ବିଭାଗର ଏକ ଗାଡି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ । ଆହତ ମାନେ ଏବେ ଆଳି ମେଡିକାଲରେ ଚିକିତ୍ସା ଧିନ ଅଛନ୍ତି ।