Browsing

Image

କଟକ -ଚାନ୍ଦବାଲି ରାସ୍ତାର ଆଳି ନିଆଳ ହାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

କଟକ -ଚାନ୍ଦବାଲି ରାସ୍ତାର ଆଳି ନିଆଳ ହାଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଆଇ ଟେନ କାର ଓ ବୋଲେରୋ ମଧ୍ୟରେ ଧକ୍କା ହେବା ପରେ ବୋଲେରୋ ଅଟୋକୁ ଧକ୍କାଦେଲା। ଯାହାଫଳରେ ଅଟୋ ଟି ରାସ୍ତାରେ ଓଲଟି ପଡିଥିଲା କେନ୍ଦ୍ରାପଡ଼ା ବାରୁଅରୁ ଆରଡି କୁ ଯାଉଥିବା  ଅଟୋକୁ ବୋଲେରୋ ପଛପଟରୁ…
Read More...

ଏକାକାଳୀନ ୧୫ରୁ ୧୬ଟି ସ୍ଥାନରେ ଚାଲିଛି ରେଡ

ଇ-କମର୍ସ କ୍ଷେତ୍ରରେ ଦୁଇଟି ବଡ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟ ଉପରେ ଇଡିର ଚଢାଉ ।  ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର ୧୫ ରୁ ୧୬ ଟି ସ୍ଥାନରେ କରାଯାଇଛି। ଦିଲ୍ଲୀ, ହାଇଦ୍ରାବାଦ,…
Read More...

ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ୟମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ମୟୁରଭଞ୍ଜ:ନିଶା ଉଜାଡି ଦେଉଛି ସଂସାର ।ନିଶା ମୁକ୍ତି ପାଇଁ ସରକାର ଯେତେ ଯୋଜନା କଲେ ମଧ୍ୟ ଫଳ ଶୂନ ।ଦେଶରେ ଓଡ଼ିଶାରେ ମାତ୍ରାଧିକ ମଦ୍ୟପଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି ।ଗାଁ,ଗଣ଼ଡା,ଛକ ପାନ ଦୋକାନ ,ଗଳିକନ୍ଦି ସବୁଆଡେ ଦେଶୀ ମଦର ବନ୍ୟା ।ତାହାର ଅପ ବ୍ୟବହାର ନେଇ ମଦ୍ୟପ ଯୁବକ ଓ…
Read More...