ଟ୍ରାକ୍ଟର ରେ ନିଆଁ ବାହାରି ଧାନ ଫସଲ ନଷ୍ଟ

ନକୁଳଗୁଡା : ନକୁଳଗୁଡା ଗ୍ରାମ ଜମିରେ ଟ୍ରାକ୍ଟର ଧାନ ଅମଳ କରୁଥିବା ବେଳେ ଟ୍ରାକ୍ଟର ରେ ନିଆଁ ବାହାରି ଧାନ ଫସଲ ନଷ୍ଟ ଏହିପରି ଅଘଟଣ ଦେଖିବାକୁ ମିଳିଛି ।ବୋରିଗୁମ୍ମା ବ୍ଲକ ନକୁଳ ଗୁଡା ଗ୍ରାମରେ ନକୁଳଗୁଡା ଗ୍ରାମ ସୂଚନା ଥାଉକି ଆଜି ସକାଳେ ପ୍ରଭାକର ଙ୍କ ନିଜ ଜମିରେ ଏକ ଟ୍ରାକ୍ଟର ଓ ଏକ ମିସିନ ମାଧ୍ୟମ ରେ ଧାନ ଅମଳ କରୁଥିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି ।ବୋରିଗୁମ୍ମା ଦମକଳ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି ।